CULTURES

ଆଜି ମହାପ୍ରଭୁଙ୍କ ବନକଲାଗି,୪ ଘଣ୍ଟା ଦର୍ଶନ ମନା

puri

ଆଜି ଅପରାହ୍ନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଟିତ ହେବ। ଏହି ବିଶେଷ ନୀତି ପାଇଁ ଭକ୍ତମାନେ ପ୍ରାୟ ୪ ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ। ଅପରାହ୍ନ ୪ଟା ୩୦ରୁ ରାତି ୮ଟା୩୦ ମିନିଟ ପର୍ଯ୍ୟନ୍ତ ଠାକୁରଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି।

puri

ଅପରାହ୍ନ ଧୂପ ପରେ ବନକଲାଗି ନୀତି କରାଯିବ । ହିଙ୍ଗୁଳ, ଶଂଖ, ହରିତାଳ, କେଶର, କର୍ପୂର, କଇଁଥ ଅଠା, କଜ୍ଜଳ, କସ୍ତୁରୀ ଓ ତେଲର ମିଶ୍ରଣରେ ପ୍ରସ୍ତୁତ କରାଯାଇଥିବା ବନକକୁ ଶ୍ରୀବିଗ୍ରହ ଗୁଡିକରେ ଲାଗି କରାଯାଇଥାଏ । ଦତ୍ତ ମହାପାତ୍ର ସେବକମାନେ ଶ୍ରୀଜୀଉଙ୍କର ଶ୍ରୀମୁଖ ଶ୍ରୀଙ୍ଗାର କରିବେ ।

ପଢନ୍ତୁ; ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ହେଲା ‘ସରଗି ଫୁଲ୍‌’

Related posts

ଆଜି ମହାପ୍ରଭୁଙ୍କ ପଇତାଲାଗି, ୪ଘଣ୍ଟା ଦର୍ଶନ ବନ୍ଦ

ENO Beuro

ମହାଶିବରାତ୍ରି ଯାତ୍ରାକୁ ଆଉ ମାତ୍ର ଦିନଟିଏ ବାକି ! ରାତି ୧୦ରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ENO Beuro

ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ENO Beuro

Leave a Comment