SPORTS

କୋହଲି ଜଣେ ଅସାଧାରଣ ଅଧିନାୟକ : ଷ୍ଟାର୍କ

ପର୍ଥ (ଦ୍ଵିତୀୟ) ଟେଷ୍ଟ ଅପସରରେ ବିରାଟ କୋହଲି ଓ ଟିମ ପାଇନଙ୍କ ମଧ୍ୟରେ ହୋଇଥିବା ଯୁକ୍ତିତର୍କକୁ ନେଇ ସମଗ୍ର ଅଷ୍ଟ୍ରେଲିଆ ଗଣମାଧ୍ୟମ ଓ ପୂର୍ବତନ ଖେଳାଳି ଭାରତୀୟ ଅଧିନାୟକଙ୍କୁ ସମାଲୋଚନ କରୁଛନ୍ତି। ହେଲେ ଅଷ୍ଟ୍ରେଲିଆ ଦଳର ସବୁ ସଦସ୍ୟ କୋହଲିଙ୍କୁ ପ୍ରଶଂସା କରିବାକୁ ପଛଉ ନାହାନ୍ତି।

kohli

ପ୍ରମୁଖ ପ୍ରେସ ବୋଲର ମିଚେଲ ଷ୍ଟାର୍କ କହିଛନ୍ତି,’କୋହଲି ଜଣେ ଅସାଧାରଣ ଅଧିନାୟକ’। ଚଳିତ ଶୃଙ୍ଖଳାରେ ଭାରତ କିଭଳି ଖେଳିବ ଏହା ତାଙ୍କ ଉପରେ ନିର୍ଭର କରିବ ବୋଲି ମଧ୍ୟ ଷ୍ଟାର୍କ ମତ ରଖିଛନ୍ତି। କୋହଲିଙ୍କୁ ରବିବାର ରବି ଶାସ୍ତ୍ରୀ ଜଣେ ଅତି ଭଦ୍ରଲୋକ ବୋଲି କହିଥିଲେ। ଅଷ୍ଟ୍ରେଲିଆ ପ୍ରଶିକ୍ଷକ ଏବଂ ଅଧିନାୟକଙ୍କଠାରୁ ମଧ୍ୟ କୋହଲି ସମର୍ଥନ ପାଇସାରିଛନ୍ତି।

ପଢନ୍ତୁ;  ଆଜି ହିଁ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଠ ‘ସାଗୁ ଦାନା କ୍ଷୀରୀ’

Related posts

ଆଇସିସି ଟେଷ୍ଟ ମାନ୍ୟତା: ସପ୍ତମକୁ ଉଠିଲେ ଅଶ୍ଵିନ

ENO Beuro

ଦ୍ଵିତୀୟ ଟେଷ୍ଟ: ଭାରତ ପ୍ରଥମ ଇନିଂସ ୪/୩୦୩, ଅପରାଜିତ ପୂଜାରୀ

ENO Beuro

ଆଜି ଦ୍ଵିତୀୟ କ୍ଵାଲିଫାୟର : କୋଲକତା ନାଇଟ୍ ରାଇଡର୍ସଙ୍କୁ ଭେଟିବ ସଜରାଇଜର୍ସ ହାଇଦ୍ରାବାଦ !

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More