ତାମିଲନାଡୁର ୯ ଜଣ ISRO ବୈଜ୍ଞାନିକଙ୍କୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କଲେ ତାମିଲନାଡୁ ସରକାର
ଭାରତର ବହୁପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରାଯାନ-3’ ର ଐତିହାସିକ ସଫଳତା ସହ ଭାରତ ଏବେ ମହାକାଶ ଗବେଷଣା କ୍ଷେତ୍ରରେ ବିଶ୍ବରେ ଅଗ୍ରଣୀ ରାଷ୍ଟ୍ର ।
Loading...
ଏବେ ଚାଲଛି ପିକନିକ୍ ଋତୁ। ସାଙ୍ଗସାଥୀଙ୍କ ମେଳରେ ଭୋଜିଭାତ କରିବା ପାଇଁ ପିକନିକ୍ ଯାଉଛନ୍ତି ଲୋକେ। ଏସବୁ ଭିତରେ କିନ୍ତୁ ଚର୍ଚ୍ଚାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲର ବ୍ଲଡବ୍ୟାଙ୍କ କର୍ମଚାରୀଙ୍କ ପିକନିକ୍ ଷ୍ଟାଇଲ।
ଏବେ ଚାଲଛି ପିକନିକ୍ ଋତୁ। ସାଙ୍ଗସାଥୀଙ୍କ ମେଳରେ ଭୋଜିଭାତ କରିବା ପାଇଁ ପିକନିକ୍ ଯାଉଛନ୍ତି ଲୋକେ। ଏସବୁ ଭିତରେ କିନ୍ତୁ ଚର୍ଚ୍ଚାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲର ବ୍ଲଡବ୍ୟାଙ୍କ କର୍ମଚାରୀଙ୍କ ପିକନିକ୍ ଷ୍ଟାଇଲ। ରକ୍ତ ସଂଗ୍ରହ ପାଇଁ ଉର୍ଦ୍ଦିଷ୍ଟ ମୋବାଇଲ ଭ୍ୟାନରେ ଯାଇ ଭୋଜିଭାତ କଲେ କର୍ମଚାରୀ। ଯାହାର ଭିଡିଓ ସୋଶାଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ଭିଡିଓଟି କେଉଁ ଦିନର ତାହା ଜଣାପଡ଼ିନାହିଁ। ଭୋଜିଭାତଟି କେଉଁ ଜାଗାରେ ହେଉଛି ତାହା ମମଧ୍ୟ ଜଣାପଡ଼ି ନାହିଁ।ଭିଡିଓରେ କର୍ମଚାରୀମାନେ ଭୋଜିଭାତ କରି ଖାଉଛନ୍ତି। ତା’ଭିତରେ ଖୁସି ମଜାକ ମଧ୍ୟ ଚାଲିଛି। ଏହି ଭିଡିଓକୁ ନେଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲର କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ। ରକ୍ତସଂଗ୍ରହ ଗାଡ଼ି ନେଇ କର୍ମଚାରୀ ଭୋଜିଭାତ କରିବା ନେଇ ତାହା ସାଧାରଣରେ ଚର୍ଚ୍ଚା ହେଉଛି।
ରକ୍ତସଂଗ୍ରହ ଗାଡ଼ି ନେଇ କର୍ମଚାରୀ ମାନେ ପିକ୍ନିକ୍ ଗଲାବେଳେ କର୍ତ୍ତୃପକ୍ଷଙ୍କ ଅନୁମତି ନେଇଥିଲେ କି ନାହିଁ? ନା ସେମାନେ ନିଜେ ଏପରି ମନମାନି କରିଥିଲେ? ରକ୍ତସଂଗ୍ରହ ବାହାନାରେ କର୍ମଚାରୀ ପିକ୍ନିକ୍ ଯାଇଥିଲେ ଏପରି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି।
Shakespeare, in the beautiful garden, among the party. Some of the hall: in fact she was ever to.
ଭାରତର ବହୁପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରାଯାନ-3’ ର ଐତିହାସିକ ସଫଳତା ସହ ଭାରତ ଏବେ ମହାକାଶ ଗବେଷଣା କ୍ଷେତ୍ରରେ ବିଶ୍ବରେ ଅଗ୍ରଣୀ ରାଷ୍ଟ୍ର ।
ଭୁବନେଶ୍ୱର ଲୋକସେବା ଭବନରେ ନିଆଁ ଲାଗିଛି । ଲୋକସେବା ଭବନର ରାଜସ୍ୱ ବିଭାଗ କୋଠାରେ ନିଆଁ ଲାଗିଥିବାର ସୂଚନା ମିଳିଛି ।
ପାର୍କିଂ ବ୍ୟବସ୍ଥାକୁ ନେଇ ତିନିଦିନ ଧରି ବନ୍ଦ ରହିଥିବା ୟୁନିଟ୍-୧ ହାଟ ମଙ୍ଗଳବାର ଖୋଲିବାକୁ ଯାଉଛି। ଆଜି ଏଠାରେ ଥିବା ୯ଟି ସଂଘର କର୍ମକର୍ତ୍ତା ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସହ ରାତିରେ ଆଲୋଚନା କରିବା ପରେ ବିଧାୟକ ହସ୍ତକ୍ଷେପ କରିଛନ୍ତି।