ଖଡ଼ାଶାଗ ବିକିବାକୁ ‘ଅଡି’ କାର୍ ଚଢ଼ି ଯାଉଛନ୍ତି କେରଳ କୃଷକ
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
Loading...
ଷ୍ଟାରଶିପ୍ କ୍ୟାପସୁଲ ବିଶ୍ୱର ସବୁଠାରୁ ବଡ଼ ଓ ଶକ୍ତିଶାଳୀ ରକେଟ୍ ସ୍ପେସ ଏକ୍ସ ଦ୍ଵାରା ନିର୍ମିତ ରକେଟ ପରୀକ୍ଷଣ ବେଳେ ବିସ୍ଫୋରଣ ଯୋଗୁ ନଷ୍ଟ ହୋଇଯାଇଛି।
ଷ୍ଟାରଶିପ୍ କ୍ୟାପସୁଲ ବିଶ୍ୱର ସବୁଠାରୁ ବଡ଼ ଓ ଶକ୍ତିଶାଳୀ ରକେଟ୍ ସ୍ପେସ ଏକ୍ସ ଦ୍ଵାରା ନିର୍ମିତ ରକେଟ ପରୀକ୍ଷଣ ବେଳେ ବିସ୍ଫୋରଣ ଯୋଗୁ ନଷ୍ଟ ହୋଇଯାଇଛି। ଏହାଦ୍ଵାରା ମସ୍କ ମହାକାଶଚାରୀଙ୍କୁ ଚନ୍ଦ୍ର ଓ ମଙ୍ଗଳକୁ ପଠାଇବାକୁ ଯୋଜନା ବର୍ତ୍ତମାନ ପାଇଁ ବିଫଳ ହୋଇଯାଇଛି। ଆଜିଉତକ୍ଷେପଣ ହେବାର କିଛି ମିନିଟ ପରେ ଏଥିରେ ବିସ୍ଫୋରଣ ହୋଇଥିଲା । ତେବେ ପରବର୍ତ୍ତୀ ଷ୍ଟାରଶିପ କିଛି ମାସ ମଧ୍ୟରେ ପୁଣି ପରୀକ୍ଷଣ ହେବ ବୋଲି ମସ୍କ କହିଛନ୍ତି।ଏହି ବିଶାଳକାୟ ରେକଟକୁ ସ୍ଥାନୀୟ ସମୟ ସକାଳ ୮.୩୩ ମିନିଟରେ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା। ସ୍ପେସଏକ୍ସର ଟେକ୍ସାସରେ ଥିବା ଷ୍ଟାରବେସ୍ରୁ ଏପରି ପରୀକ୍ଷଣ ହୋଇଥିଲା।
ସୂଚନାନୁସାରେ, ଷ୍ଟାରଶିପ୍ କ୍ୟାପସୁଲର ଉଡ଼ାଣର ୩ ମିନିଟରେ ପ୍ରଥମ ପର୍ଯ୍ୟାୟର ରକେଟ୍ ବୁଷ୍ଟର୍ ଠାରୁ ଅଲଗା ହେବ ବୋଲି ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହା ଅଲଗା ହୋଇ ପାରି ନଥିଲା। ଫଳରେ ରକେଟଟି ବିସ୍ଫୋରଣ କରି ଯାଇଥିଲା। ତେବେ ଏନେଇ ଆଗରୁ ଏଲନ ମସ୍କ କହିଥିଲେକି ଷ୍ଟାରଶିପ୍ ଫେଲ ହେବାର ଆଶଙ୍କା ୫୦% ରହିଛି। ଆଉ ଏବେ ଏହା ସତ ହୋଇଛି ଓ ପରବର୍ତ୍ତୀ ଷ୍ଟାରଶିପ କିଛି ମାସ ମଧ୍ୟରେ ପୁଣି ପରୀକ୍ଷଣ ହେବ ବୋଲି ମସ୍କ କହିଛନ୍ତି।
Shakespeare, in the beautiful garden, among the party. Some of the hall: in fact she was ever to.
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।