POLITICALS

ଗଣତିକୁ ଆଉ ଦୁଇ ଦିନ: ନେତାମାନେ ଏବେ ମନ୍ଦିରରେ ବ୍ୟସ୍ତ

Rm

ଚଳିତ ମାସ ୨୩ ତାରିଖରେ ହେବାକୁ ଥିବା ଭୋଟ ଗଣତି ଏବଂ ସେହି ଫଳାଫଳ ଆଧାରରେ ପରେ ପରେ କେନ୍ଦ୍ର ଓ ରାଜ୍ୟରେ ମନ୍ତ୍ରୀମଣ୍ଡଳ ଗଠନ ହେବ। ତେବେ ଏହି ନିର୍ବାଚନରେ ଜିଣିବା ପାଇଁ ଅନେକ ନେତା ତାନ୍ତ୍ରିକ, ସାଧକ ଓ ପୂଜକ ଆଦିଙ୍କ ଶରଣାପନ୍ନ ହୋଇଥିବା ବେଳେ ଅନେକ ଏବେ ମନ୍ଦିରରେ ପୂଜାର୍ଚନାରେ ବ୍ୟସ୍ତ। ଫଳକୁଘେନି ସନ୍ଧେହୀନ କେତେକ ନେତା ଓଡିଶାରେ ବିଭିନ୍ନ ସ୍ଥାନରେ ଏମିତିକି ରାଜ୍ୟ ବାହାରେ ପୂଜାପାଠ  ଚଳାଇଛନ୍ତି। ଆଉ କେତକ ଆକାଧିକ ଦେବାଦେବୀ ମନ୍ଦିରରେ ଅଖଣ୍ଡ ଦୀପ ମଧ୍ୟ ଜାଳୁଥିବା ନଜର ଆସୁଛି।

R
R

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  କେନ୍ଦରନାଥ ଗୁମ୍ଫାରେ ବାରଣାସୀ ନିର୍ବାଚନ ପୂର୍ବଦିନ ପୂଜାରଚନାରେ ପରେ ଧ୍ୟାନରେ ବସିବା

Ke
Ke

ଓ ବିଜେପି ସଭାପତି ଅମିତ ସାହା  ସୋମନାଥ ମନ୍ଦିରରେ ପୂଜାର୍ଚନା କରିବାର ଫଟୋ ଏବେ ବେସ ଚର୍ଚାରେ। ଆଉ କେତକ ନେତା ବାହାରକୁ ନ ଯାଇ ନିଜ ଘରେ କିମ୍ବା ଅନ୍ୟ କୌଣସି ଗୁପ୍ତ ସ୍ଥାନରେ ଏପରି କାଣ୍ଡ କାରଖାନା ଚଳାଇଛନ୍ତି।

A
A

ପଢନ୍ତୁ: ସରିଲା ନିଟ ପରୀକ୍ଷା

Related posts

ଜୁଲାଇ ୫ରେ ପ୍ରଥମ ବଜେଟ ଉପସ୍ଥାପନ

Ratnamani Moharana

କେନ୍ଦ୍ରାପଡ଼ାରେ ମତଦାନ ସମୟରେ ନିର୍ବାଚନୀ ହିଂସା: ବିଜେପି କର୍ମୀଙ୍କୁ ନିସ୍ତୁକ ପିଟିଲେ ବିଜେଡି କର୍ମୀ

Ratnamani Moharana

ଅମୃତସର ଭଳି ଆସନରୁ ନିର୍ବାଚନ ଲଢିବେନି ମନମୋହନ

Ratnamani Moharana

1 comment

Leave a Comment