POLITICALS

ସଚିବାଳୟରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

Untitled 1

ରାଜ୍ୟ ସଚିବାଳୟରେ ବସିଛି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି  ବୈଠକ। ଏଥିରେ ଅଧ୍ୟକ୍ଷତା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ନେଇ ବୈଠକରେ ବିସ୍ତୃତ ଭାବରେ ଆଲୋଚନା କରାଯାଉଛି। ବିଶେଷ କରି ବାତ୍ୟା ଫନି ଜନିତ କ୍ଷୟକ୍ଷତି ଓ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ, ରିଲିଫ ଓ ଥଇଥାନ ନେଇ ଆଲୋଚନା ଚାଲିଥିବା ସୂଚନା ମିଳିଛି।

ବନ୍ୟା ବିପତ୍ତି ଆଟଲାସ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

Cm
Cm

ଓଡିଶାର ବାତ୍ୟା ପ୍ରଭାବିତ ଅଂଚଳ ଚିହ୍ନଟ କଲା ଇସ୍ରୋ । ଓସଡମା ଏବଂ ଇସ୍ରୋର ନ୍ୟାସନାଲ ରିମୋଟ ସୋନସିଂ ସେଂଟର ଏକ ସ୍ୱତନ୍ତ୍ର ଆଟଲାସ ପ୍ରସ୍ତୁତ କରିଛନ୍ତି । ଆଜି ରାଜ୍ୟ ସଚିବାଳୟରେ ଏହାକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାରେ ଏକ ନିୟମିତ ପ୍ରାକୃତିକ ବିପର୍ଯ୍ୟୟ ଭାବେ ବନ୍ୟା ପ୍ରତିବର୍ଷ ଅନେକ କ୍ଷୟକ୍ଷତି କରୁଛି । ଏହି ଆଟଲାସ ଦ୍ୱାରା ରାଜ୍ୟର ସ୍ୱତନ୍ତ୍ର ବିପତି ଅଂଚଳଗୁଡିକୁ ଚିହ୍ନଟ କରାଯାଇ ମୁକାବିଲା ପାଇଁ ଆବଶ୍ୟକ ଯୋଜନା ଓ ପ୍ରସ୍ତୁତି କରାଯାଇ ପାରିବ ।

ପଢନ୍ତୁ: ଏବେ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ ଯାତାୟାତ ଖର୍ଚ୍ଚ

Related posts

ଓଡିଶା ଇତିହାସରେ ପ୍ରଥମ: ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକର ସିଧା ପ୍ରସାରଣ

Ratnamani Moharana

ଆଜି ପୁୁରୁଛି ନବୀନଙ୍କ ଚତୁର୍ଥ ପାଳିର ଚତୁର୍ଥ ବର୍ଷ : ଏବେ ‘୧୯’ ପାଇଁ ପ୍ରସ୍ତୁତି

ENO Beuro

ରାହୁଲଙ୍କ ଜ୍ୟାକେଟ୍‌କୁ ନେଇ ସମାଲୋଚନା

ENO Beuro

Leave a Comment