• Home
  • SPORTS
  • ଯୁବ ବର୍ଗଙ୍କୁ ସୋସିଆଲ୍ ମିଡିଆରୁ ଦୂରେଇ ରହିବାକୁ ମଧ୍ୟ ମରାମର୍ଶ ଦେଇଛନ୍ତି କୋହଲି
SPORTS

ଯୁବ ବର୍ଗଙ୍କୁ ସୋସିଆଲ୍ ମିଡିଆରୁ ଦୂରେଇ ରହିବାକୁ ମଧ୍ୟ ମରାମର୍ଶ ଦେଇଛନ୍ତି କୋହଲି

ଭାରତୀୟ କ୍ରିକେଟ ଦଳ ଅଧିନାୟକ ତଥା ଦକ୍ଷ ବ୍ୟାଟସମ୍ୟାନ ବିରାଟ କୋହଲି ଙ୍କୁ ବା କିଏ ନ ଜଣେ । ଖୁବ କମ ବୟସରୁ ପାଇଥିବା ସଫଳତାକୁ ନେଇ ସେ ସାରା ବିଶ୍ଵରେ ପରିଚିତ । ବିରାଟ ଯେ କେବଳ କ୍ରିକେଟ୍‌ ଖେଳରେ ଦକ୍ଷ ତା ନୁହେଁ ତାଙ୍କ ଫିଟ୍‌ନେସ୍‌କୁ ନେଇ ମଧ୍ୟ ସେ ବେଶ୍ ଚର୍ଚ୍ଚିତ। ପଡ଼ିଆରେ ହେଉ କିମ୍ବା ବାହାରେ ତାଙ୍କ ଜୀବନ ଶୈଳୀ ସବୁବେଳେ ଖୁବ ଆଧୁନିକ।

ନିଜ ପସନ୍ଦର ବ୍ରାଣ୍ଡ ପୁମାର କମ୍ପାନୀର one8କୁ ଲଞ୍ଚ କରିବା ଅବସରରେ କୋହଲି ଯୁବବର୍ଗଙ୍କୁ ତଥା ନିଜ ଫ୍ୟାନମାନଙ୍କୁ କିଛି ପରାମର୍ଶ ଦେଇଛନ୍ତି । ସେ କହିଥିଲେ “ଯୁବକମାନେ ସୋସିଆଲ ମିଡିଆରୁ ଦୂରେଇ ରହିବା ଆବଶ୍ୟକ। ମୁଁ ଆଗରୁ ସୋସିଆଲି ମିଡିଆରେ ଅଧିକ ସମୟ ବିତାଉଥିଲି, କିନ୍ତୁ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହିବା ସମୟର ଅପଚୟ ବୋଲି ପରେ ଜାଣିବାକୁ ପାଇଲି। ତେଣୁ ଯୁବକ ମାନେ ଏଥିରୁ ବିରତ ରୁହନ୍ତୁ।”

ଯୁବ ବର୍ଗଙ୍କୁ ସୋସିଆଲ୍ ମିଡିଆରୁ ଦୂରେଇ ରହିବାକୁ ମଧ୍ୟ ମରାମର୍ଶ ଦେଇଛନ୍ତି କୋହଲି  ଯୁବ ବର୍ଗଙ୍କୁ ସୋସିଆଲ୍ ମିଡିଆରୁ ଦୂରେଇ ରହିବାକୁ ମଧ୍ୟ ମରାମର୍ଶ ଦେଇଛନ୍ତି କୋହଲି

ପଢନ୍ତୁ, ଦିଲ୍ଲୀ ସରକାରଙ୍କ ନିଷ୍ପତି ବଦଳିଛି : ଲାଗୁ କରିବେ ନାହିଁ ଅଡ-ଇଭିନ ଫର୍ମୁଲା

Related posts

ବାଂଲାଦେଶ ଦ୍ରୁତ ବୋଲର ରୁବେଲ ହୁସେନ ପ୍ରଶଂସକଙ୍କୁ କ୍ଷମା ମାଗିଲେ

Krishna Kumar Manoj

ୟୁଗଭ୍‌ ସର୍ଭେ: ଧୋନି ସବୁଠୁ ଲୋକପ୍ରିୟ ଖେଳାଳି

Krishna Kumar Manoj

ସୁପରକିଙ୍ଗ୍‌ସକୁ ୪ ୱିକେଟରେ ହରାଇଲା ରୟାଲ୍ସ 

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More