News

କୁନି ଧାବିକା ସ୍ଥିତିପ୍ରଜ୍ଞା: ଓଡିଶାରେ ଅବହେଳିତ ଶିଶୁର ଝାଡଖଣ୍ଡରେ ରେକର୍ଡ

odishas girl stitiprangya

କୁନି ଧାବକ ବୁଦ୍ଧିଆ ସିଂ ମନରୁ ଜାଣିନଥିବାବେଳେ ଏବେ ଆଉ ଜଣେ କୁନି ଧାବିକାର ପ୍ରବେଶ ହୋଇଛି। ଏହି କୁନି ଧାବିକ ଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅନ୍ତର୍ଗତ ଶାଳବଣି ଗ୍ରାମର ପ୍ରଫୁଲ ବାରିକ ଓ ପଦ୍ମିନୀ ବାରିକଙ୍କର ଏକ ମାତ୍ର କନ୍ୟା ସ୍ଥିତିପ୍ରଜ୍ଞା । ବୟସ ମାତ୍ର ୫ ବର୍ଷ।

ଗତ ଅକ୍ଟୋବର ୨୮ରେ ଆୟୋଜିତ ଟାଟାଷ୍ଟିଲ  ପକ୍ଷରୁ ନୂଆ ମୁଣ୍ଡିଠାରେ ଆୟୋଜିତ ମାରଥାନରେ ସେ ୫ କିମି ରାସ୍ତାକୁ ମାତ୍ର ୩୯ ମିନିଟ ୩୩ ସେକଣ୍ଡରେ ଅତିକ୍ରମ କରିଥିଲା। ଟାଟାଷ୍ଟିଲ ପକ୍ଷରୁ ଉକ୍ତ ଶିଶୁ ପ୍ରତିଭାର ବିକାଶ ପାଇଁ ସମସ୍ତ ଶହାୟତା କରିବା ସହିତ ପୁରସ୍କୃତ କରିଥିଲା। ଏହାପରେ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ ପାଇଁ ପରିବାର ଲୋକ ରାଜ୍ୟ ସରକାରଙ୍କ କ୍ରିଡା ବିଭାଗକୁ ଅନୁରୋଧ କରିଥିଲେ ମଧ୍ୟ ବୟସ କମ ହେତୁ ତାଙ୍କୁ ପ୍ରଶିକ୍ଷଣ ଦିଆଯାଇପରିବନି ବୋଲି କୁହାଯାଇଥିଲା।
ତେବେ ଝାଡଖଣ୍ଡରେ ଏକକାଳୀନ ୨୦ କିମି ଓ ୫ କିମି ରାସ୍ତାକୁ ମାତ୍ର ୩୪ ମିନିଟ ୯ ସେକେଣ୍ଡରେ ଅତିକ୍ରମ କରି ଦୌଡି ରାଜ୍ୟକୁ ଗୌରବନିତ୍ଵ  କରିଛନ୍ତି ସ୍ଥିତିପ୍ରଜ୍ଞା।
ପଢନ୍ତୁ: ପୁଲଓ୍ୱାମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ସମେତ ୩ ଆତଙ୍କୀଙ୍କୁ ମାରିଲେ ସୁରକ୍ଷାବାହିନୀ

Related posts

୭ମ ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଲେ ଆଦିତ୍ୟ ପ୍ରସାଦ ପାଢୀ

Ratnamani Moharana

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ସିଓଲ ଶାନ୍ତି ପୁରସ୍କାର

ENO Beuro

କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ: ଜବତ ହେଉ ମୋଷ୍ଟ ୱାଣ୍ଟେଡ୍ ଦାଉଦ୍‌ର ସମ୍ପତ୍ତି!

ENO Beuro

Leave a Comment