Loading...

ରେଭ୍ ପାର୍ଟିକୁ ସାପ ବିଷ ଯୋଗାଣ ଅଭିଯୋଗର ବଡ ଖୁଲାସା କଲେ ଏଲଭିସ

ରେଭ୍ ପାର୍ଟିକୁ ସାପ ବିଷ  ଯୋଗାଣ ଅଭିଯୋଗର ବଡ ଖୁଲାସା କଲେ ଏଲଭିସ

ନିଜ ସହଯୋଗୀଙ୍କ ସହ ବଡ଼ ବଡ଼ ପାର୍ଟୀକୁ ସାପ ବିଷ ଯୋଗାଉଥିବା ଆରୋପ ଲାଗିବା ପରେ ଏବେ ପୁଲିସ ଷ୍ଟେସନର ଚକ୍କର କାଟୁଛନ୍ତି ଏଲଭିସ୍। ତେବେ ସମନ ପାଇ ପଚରାଉଚରା ପାଇଁ ପହଞ୍ଚିଥିବା ଏଲଭିସ୍ ଏକ ବଡ଼ ଖୁଲାସା କରିଛନ୍ତି।

ନିଜ ସହଯୋଗୀଙ୍କ ସହ ବଡ଼ ବଡ଼ ପାର୍ଟୀକୁ ସାପ ବିଷ ଯୋଗାଉଥିବା ଆରୋପ ଲାଗିବା ପରେ ଏବେ ପୁଲିସ ଷ୍ଟେସନର ଚକ୍କର କାଟୁଛନ୍ତି ଏଲଭିସ୍। ତେବେ ସମନ ପାଇ ପଚରାଉଚରା ପାଇଁ ପହଞ୍ଚିଥିବା ଏଲଭିସ୍ ଏକ ବଡ଼ ଖୁଲାସା କରିଛନ୍ତି। କୁହାଯାଉଛି ଯେ, ଏଲଭିସ୍ ଏକ ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ଉପରେ ଦୋଷ ‌ଲଦିଛନ୍ତି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ପଚରାଉଚରା ବେଳେ ଏଲଭିସ୍ ଯାଦବ ଦାବି କରିଛନ୍ତି ଯେ ନୋଏଡାର ରେଭ ପାର୍ଟିକୁ ସାପ ବିଷ କଣ୍ଠଶିଳ୍ପୀ ଫଜିଲପୁରିଆ ଯୋଗାଉଥିଲେ। ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଥିବା ବେଳେ ଏଥିରେ ସତ୍ୟତା କେତେ ରହିଛି, ତାହା ସ୍ପଷ୍ଟ ହୋଇପାରିନାହିଁ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.