Loading...

ଜାଣନ୍ତୁ ବ୍ୟସ୍ତବହୁଳ ଜୀବନରେ କିପରି ରହିବେ ଚାପମୁକ୍ତ

ଜାଣନ୍ତୁ ବ୍ୟସ୍ତବହୁଳ ଜୀବନରେ କିପରି ରହିବେ ଚାପମୁକ୍ତ

ପ୍ରତି ୧୬ଜଣରେ ୭ଜଣ ବ୍ୟକ୍ତି ମାନସିକ ଚାପରେ ରହୁଥିବାର ସର୍ବେକ୍ଷଣରୁ ଜଣାପଡ଼ିଛି। ଚାପକୁ କମ୍ କରିବା ନିମନ୍ତେ ସରଳ ଘରୋଇ ଉପଚାରକୁ ପାଳନ କଲେ ହିଁ ଲାଭବାନ୍ ହୋଇପାରିବେ।

ପ୍ରତି ୧୬ଜଣରେ ୭ଜଣ ବ୍ୟକ୍ତି ମାନସିକ ଚାପରେ ରହୁଥିବାର ସର୍ବେକ୍ଷଣରୁ ଜଣାପଡ଼ିଛି। ଚାପକୁ କମ୍ କରିବା ନିମନ୍ତେ ସରଳ ଘରୋଇ ଉପଚାରକୁ ପାଳନ କଲେ ହିଁ ଲାଭବାନ୍ ହୋଇପାରିବେ।

୧)  ଅନ୍ୟ କାହାର ଆଦେଶ କିମ୍ବା ଉପଦେଶକୁ ବାଧ୍ୟବାଧକତା ଭାବେ ମାନିଲେ କୌଣସି ଭଲ ଫଳ ମିଳିନଥାଏ, ବରଂ ନିଜ ନିଷ୍ପତ୍ତି ନେଇ ଆଗକୁ ବଢ଼ନ୍ତୁ।
୨)  ସକାଳୁ ଉଠିବା ପରେ କିଛି ସମୟ ମନପସନ୍ଦର ଗୀତ ଶୁଣନ୍ତୁ, ନଚେତ୍ ବାଲକୋନିରେ ଚଲାବୁଲା କରନ୍ତୁ। ଦେଖିବେ ଏଭଳି ଅଭ୍ୟାସରେ ଆପଣଙ୍କୁ ଖୁବ୍ ଫୂର୍ତ୍ତି ଲାଗିବ।


୩)  କୌଣସି ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ଦେଖି ମନ ଖୁସି କରନ୍ତୁ। ହସିଲେ ହିଁ ଆପଣଙ୍କୁ ମାନସିକ ଶାନ୍ତି ମିଳିବ।
୪) ହାତ, ପାଦ ଓ ମୁଣ୍ଡ ନିୟମିତ ମାଲିସ୍ କରନ୍ତୁ। ମାନସିକ ଚାପ କମ୍ କରିବାର ଏହା ମଧ୍ୟ ଏକ ସରଳ ଉପାୟ ବୋଲି ଗବେଷକଙ୍କ ମତ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.