Entertainment

ଫିଲ୍ମ ଫ୍ରାଇଡେ’ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ପ୍ରଥମ ଦିନର ଆୟ ୬.୮୨କୋଟି

ଶ୍ରଦ୍ଧା କପୁର ଓ ରାଜକୁମାର ରାଓ ଷ୍ଟାରର ଫିଲ୍ମ ‘ସ୍ତ୍ରୀ’ ବକ୍ସ ଅଫିସରେ ଆଶାଠାରୁ ଅଧିକ ସଫଳତା ପାଇଛି। ଫିଲ୍ମ ଫ୍ରାଇଡେ’ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ପ୍ରଥମ ଦିନରେ ୬.୮୨ କୋଟି ଟଙ୍କାର ଆୟ କରିଛି। ଯାହା ଆଶା କରାଯାଇଥିଲା ତା ଠୁ ବହୁତ ଅଧିକ।

sardha ଫିଲ୍ମ ଫିଲ୍ମ ଫ୍ରାଇଡେ’ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ପ୍ରଥମ ଦିନର ଆୟ ୬.୮୨କୋଟି sardha

ହରର ଓ କମେଡିରେ ଭରପୂର ଏହି ଫିଲ୍ମରେ ରାଜ କପୁର ଓ ଶ୍ରଦ୍ଧାଙ୍କ ଅଭିନୟ ମଧ୍ୟ ଦମଦାର ହୋଇଛି। ବରିଷ୍ଠ ସିନେ ସମୀକ୍ଷକ ତରଣ ଆଦର୍ଶଙ୍କ ମତରେ ଫିଲ୍ମର ଜୋରଦାର ପବ୍ଲିସିଟି କାରଣରୁ ଏହାର ବିଜ୍‌ନେସ୍‌ ଖୁବ୍‌ ଭଲ ରହିଛି। ଏକ ବାସ୍ତବ ଘଟଣା ଉପରେ ଆଧାରିତ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ଅମର କୌଶିକ। ଶ୍ରଦ୍ଧା ଓ ରାଜକୁମାରଙ୍କ ବ୍ୟତୀତ ଏହି ଫିଲ୍ମରେ ପଙ୍କଜ ତ୍ରିପାଠୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି।

ପଢନ୍ତୁ;ରେଳ କ୍ଷେତ୍ରରେ ଭାରତ, କୋରିଆ ସହଯୋଗ ବୁଝାମଣା ନେଇ ଅବଗତ ହେଲେ କ୍ୟାବିନେଟ

Related posts

ସଲମାନଙ୍କ ସହିତ ଏହି ଫିଲ୍ମରେ ନଜର ଆସିବେ ଦିଶା ପଟାନୀ ! 

ENO Beuro

ଗତ ୬ ବର୍ଷରୁ ଆଇପିଏଲରେ ବେଟିଂ ଲଗାଉଥିବା କଥାକୁ ସ୍ଵୀକାର କଲେ ଅରବାଜ୍ ଖାନ୍

ENO Beuro

ବହୁ ବିବାଦ ପରେ ବିବାହ କଲେ ବଲିଉଡ ସୁପରଷ୍ଟାରଙ୍କ ପୁଅ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More