News

ଆପୋଲୋ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲା ଏନ୍‌ଏଚ୍‌ଆରସି

Untitled 1

କ୍ଲିନିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ ଆଇନରେ ହୋଇଥିବା ଆପୋଲୋ ପଞ୍ଜୀକରଣରକୁ ରଦ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କୁ ଏନ୍‌ଏଚ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପୀଡ଼ିତଙ୍କ ପରିବାରଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସରକାରଙ୍କୁ କୁହାଯାଇଛି । ଏନେଇ ଅନୀଲଙ୍କ ପରିବାର ଏନ୍‌ଏଚ୍‌ଆରସିଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।

୨୦୧୩ ମସିହାରେ ବରଗଡ଼ ତଳିପଡ଼ାର ଅନୀଲ ସ୍ୱାମୀଙ୍କ ଡାହାଣ ପଟ କିଡ୍‌ନୀ କାଢିନେଇ ରାଘବରାମ ଦେରାଙ୍କ ଶରୀରରେ ଲଗାଯାଇଥିଲା । ଏନେଇ ୨୦୧୬ରେ ବରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ ହେବାପରେ ରାଘବରାମ ଦେରାଙ୍କ ପରିବାରର ୮ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଏହାପରେ ମୁଖ୍ୟ ଅଭିଯୁକ୍ତ ଦାଶରଥି ଦୋରାଙ୍କୁ ଗିରଫ କରା ଯାଇଥିଲା ।

ପଢନ୍ତୁ: ଦିଲ୍ଳୀରେ ନିୟମ ଉଲ୍ଲଙ୍ଘନ କରି ଲକ୍ଷେ ୪୧ ହଜାର ଟଙ୍କା ଗଣିଲେ ରାଜସ୍ତାନର ଟ୍ରକ୍ ଡ୍ରାଇଭର

Related posts

ସେପ୍ଟେମ୍ବର ପହିଲାରୁ ନୂଆ ଟ୍ରାଫିକ ନିୟମ, ଏଣିକି ଟ୍ଵିନ ସିଟି ଆକାଶରେ ଉଡିବ ଡ୍ରୋନ

Ratnamani Moharana

ଆନ୍ତଃଜାତି ବିବାହ କଲେ ମିଳିବ ଅଢେଇ ଲକ୍ଷ ଟଙ୍କା

ENO Beuro

ଆଗାମୀ ୨୪ଘଣ୍ଟା ମଧ୍ୟରେ ୧୬ଟି ଜିଲ୍ଲାରେ କାଳବୈଶାଖୀ ସହ କୁଆପଥର ବର୍ଷା ସମ୍ଭାବନା!

ENO Beuro

Leave a Comment