News

ଯୁକ୍ତ ଦୁଇ ପରୀକ୍ଷା ମାତୃଭାଷାରେ କପି କରି ଧରାହେଲେ ୩୦

odisha-chse-exam

କାଲି ଯୁକ୍ତ ୨ ପରୀକ୍ଷାର ପ୍ରଥମ ଦିନରେ ଦେଖାଯାଇଥିଲା ବ୍ୟାପକ ବିଭ୍ରାଟ । ମାତୃଭାଷାରେ କପି କରି ଧରାପଡିଲେ ୩୦ ଛାତ୍ରଛାତ୍ରୀ । ଅନ୍ୟପକ୍ଷରେ ଉଚ୍ଚ ମାଧ୍ୟମିକ ପରିଷଦ ନିର୍ଦେଶକୁ କିଛି ପରୀକ୍ଷା କେନ୍ଦ୍ରରେ ବେଖାତିର  କରୁଥିବା ମଧ୍ୟ ନଜର ଆସିଛି। ୧୦୯୧ ପରୀକ୍ଷା କେନ୍ଦ୍ରରୁ କେତେକ କେନ୍ଦ୍ରରେ ସିସିଟିଭି  ଲଗାଯାଇ ନାହି ଓ କିଛି କେନ୍ଦ୍ରରେ ସିସିଟିଭି ଥାଇ ମଧ୍ୟ ଅଫ  ଥିବାର ଦେଖାଯାଇଥିଲା।

ସ୍ଵାଡ  ପାଖରେ ଏନେଇ କୌଣସି ସୂଚନା ନଥିବା କହିଛନ୍ତି। ଆଜି ବିଜ୍ଞାନ ଓ ବାଣିଜ୍ୟର ଇଂରାଜୀ ପରୀକ୍ଷା ହେବାକୁ ଅଛି।

ପଢନ୍ତୁ: ମହାନଦୀ ଜଳ ବିବାଦ: ଆଲୋଚନା ପାଇଁ ନିର୍ଦ୍ଦେଶ ଦେଲା ଟ୍ରିବୁ୍ୟନାଲ

Related posts

ଖଣି ଜରିମାନାକୁ ନେଇ ରାଜ୍ୟ ସରକାର ଲିଜଧାରୀମାନଙ୍କୁ ଶୁଣାଇଲେ କଠୋର ବାଣୀ

ENO Beuro

ରାଜସ୍ଥାନ ସୀମାରେ ୨ ପାକିସ୍ତାନୀ ଡ୍ରୋନକୁ ଖସାଇଲା ଭାରତ

ENO Beuro

ବିମାନବନ୍ଦରରୁ ପୁଣି ୨୧ଲକ୍ଷର ସୁନା ଜବତ

ENO Beuro

Leave a Comment