ଓଲିଉଡ ଫିଲ୍ମ “ଚାଲ ଟିକେ ପ୍ରେମ କରିବା” ର ଶୁଭ ମହୁରତ

film1

ରଜରେ ପରଦାକୁ ଆସିବ “ଚାଲ ଟିକେ ପ୍ରେମ କରିବା”

ସୋମବାର ସନ୍ଧ୍ୟାରେ ଦେବକି ଫିଲ୍ମ ଭେନଞ୍ଚର୍ସର ଦ୍ୱିତୀୟ ଅବଦାନ ‘ଚାଲ ଟିକେ ପ୍ରେମ କରିବା’ର ଶୁଭ ମହୁରତ ଅନୁଷ୍ଟିତ ହୋଇଯାଇଛି। ଏହି ଚଳଚିତ୍ରର ପ୍ରଯୋଜନାରେ ଅଛନ୍ତି ଚିନ୍ମୟୀ ପ୍ରିୟଦର୍ଶିନୀ। ଏବଂ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଦେବରାଜ ନାୟକ ଭୂମିକାରେ ଅଭିନୟ କରୁଛନ୍ତି। ଚିନ୍ମୟୀ ପ୍ରିୟଦର୍ଶିନୀ ଏବଂ ଲିପ୍‌ସାଙ୍କୁ ନାୟିକା ଭାବେ ଏହି ଫିଲ୍ମରେ ଦେଖିବାକୁ ମିଳିବ।

ଏହି ଫିଲ୍ମର ଟାଇଟଲ ଗୀତଟି ହ୍ୟୁମାନ ସାଗର ଏବଂ ତପୁ ମିଶ୍ର ଗାଇଥିବା ବେଳେ ଅଭିଜିତ ମଜୁମଦାର ଏବଂ ଅର୍ପିତା ମଧ୍ୟ କଣ୍ଠଦାନ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଦେବକି ଭେଞ୍ଚର୍ସର ପ୍ରଥମ ଫିଲ୍ମ ‘ତୋ ପ୍ରେମରେ ପଡ଼ିଲା ପରେ’ ୨୦୧୭ରେ ପରଦାକୁ ଆସିଥିଲା

ପଢନ୍ତୁ;  ଜଟଣୀରେ ଚାଞ୍ଚଲ୍ୟ: ନାବାଳିକାକୁ ବଳତ୍କାର ପରେ ହତ୍ୟା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More