• Home
  • Featured
  • ନିଜର ଓଜନ କମେଇବା ପାଇଁ ଯାଣନ୍ତୁ କେତୋଟି ସହଜ ଓ କାର୍ଯ୍ୟକାରୀ ଉପାୟ
Featured

ନିଜର ଓଜନ କମେଇବା ପାଇଁ ଯାଣନ୍ତୁ କେତୋଟି ସହଜ ଓ କାର୍ଯ୍ୟକାରୀ ଉପାୟ

ଯନ୍ତ୍ରଣା ବିହୀନ ଓଜନ କମ, ଲାଗେ ଯେମିତି ଏକ ସ୍ଵପ୍ନ । ନିଜ ଖାଦ୍ୟ ଶୈଳୀରେ ପରିବର୍ତନ, ନିଜର ଅତି ପ୍ରିୟ ଖାଦ୍ୟକୁ ପରିତ୍ୟାଗ କରି ଓ ସବୁଦିନ କଠିନ ପରିଶ୍ରମ କଲେ ଯାଇ ନିଜର ଓଜନ କମେଇବା ଭଳି କଷ୍ଟ କାର୍ଯ୍ୟ ସାଧନ ହେଇପାରିବ । କିନ୍ତୁ ମୁଁ ଏଠାରେ ଆପଣଙ୍କୁ କହି ରଖୁଚି ଯେ ଏସବୁ କରିବା କିଛି ବ ଆବଶ୍ୟକ ନହିଁ। ନିଜ ଜୀବନ ଶୈଳୀରେ ସାମାନ୍ୟ ପରିବର୍ତନ କରି ଆପଣ ଏ ସଫଳତା ଅତି ସହଜରେ ପାଇ ପାରିବେ । ତେବେ ନିଜର ଓଜନକୁ କମେଇବା ପାଇଁ ଯାଣନ୍ତୁ କେତୋଟି ସହଜ ଓ କାର୍ଯ୍ୟକାରୀ ଉପାୟ ।

ସକାଳ ର ଖାଦ୍ୟ ଅତ୍ୟନ୍ତ ଜରୁରୀ :

୧୦୦ ରୁ ପାଖାପାଖି ୧୫ ପ୍ରତିଶତ ଲୋକ ନିଜର ସକାଳ ଖାଇବା ଉପରେ ଆଦୌ ଧ୍ୟାନ ଦେଇନଥାନ୍ତି । କିନ୍ତୁ ଜାଣିବା ଦରକାର ଯେ ଓଜନ କମେଇବା ପାଇଁ ଏହା ସବୁଠୁ ଅଧିକା ଜରୁରୀ । ସକାଳ ର ଖାଦ୍ୟ ଆପଣ କ୍ଷୀର, ଜୁଷ, ରୁଟି, ପରିବା ତରକାରୀ, ଫଳ, ଅଣ୍ଡା, ଚା, କଫି ଆଦି ଖାଇପାରିବେ ।

ପାଣି ପିଇବା ଜରୁରୀ :

ଦିନକୁ ଅତି କାମରେ ୭-୮ ଗ୍ଲାସ ପାଣି ପିଇବା ଜରୁରୀ । ଏହାଦ୍ବାରା ଆପଣ କ ଶରୀର ସତେଜ ରହିବା ସହ ଓଜନ ମଧ୍ୟ କମିବ ।

ଶାରୀରିକ ଓ ମାନସିକ ସ୍ତରରେ ସତେଜ ରହିବା ଜରୁରୀ :

ଶାରୀରିକ ଓ ମାନସିକ ସ୍ତରରେ ସତେଜ ରହିବା ପାଇଁ ଯୋଗ, ପ୍ରାଣାୟମ ଅତ୍ୟନ୍ତ ଜରୁରୀ । ଏହା ଦ୍ଵାରା ମନ ଓ ଶରୀର ଉଭୟ ରେ ଉତମ ପ୍ରଭାବ ପଡେ । ଏହା ଏକାଗ୍ରତା ବଢାଇବା ସହ ମନକୁ ଶାନ୍ତା ରଖେ ।

ନିଦ୍ରା ଆବଶ୍ୟକ :

ଅନେକ ଅଛନ୍ତି ଯେଉଁମାନେ ନିଜ ଶୋଇବାର କିଛି ଗୋଟେ ଦିନଚର୍ଜ୍ୟା ରଖି ନଥାନ୍ତି । କିନ୍ତୁ ଏକ ନିର୍ଦିଷ୍ଟ ସମୟରେ ସୋଇ ନିର୍ଦିଷ୍ଟ ସମୟ ବ୍ୟବଧାନ ରେ ଉଠିବ ଦରକାର। ଏହା ଦ୍ଵାରା ମଧ୍ୟ ନିଜର ଓଜନ ଠିକ ରହିବା ସହ, ମନୁଷ୍ୟ ଏକ ସୁସ୍ଥ ଓ ନିୟମିତ ଜୀବନ ଜାପାନ କରିପାରିବ ।

ଗୋଟିଏ ସ୍ଥାନରେ ବହୁ ସମୟ ଧରି ବସି ରହିବା ଉଚିତ ନୁହେଁ :

ଯଦି ଆପଣ ବସିବା କାର୍ଯ୍ୟ କରୁଛନ୍ତି ତେବେ ଜାଣି ରଖିବା ଦରକାର ଯେ ଗୋଟିଏ ସ୍ଥାନରେ ବସିବା ଦ୍ଵାରା ଆପଣଙ୍କ ଓଜନ ସହ ପେଟ ମଧ୍ୟ ବଢିପାରେ ଓ ଆପଣକ ଶରୀର ଉପରେ ଖରାପ ପ୍ରଭାବ ପଡିପାରେ । ତେଣୁ ମଝିରେ ମଝିରେ ୫-୭ ମିନିଟ ଏପଟ ସେପଟ ହେଇଯାନ୍ତୁ ।

 

ନିଜର ଓଜନ କମେଇବା ପାଇଁ ଯାଣନ୍ତୁ କେତୋଟି ଅତି ସହଜ ଓ କାର୍ଯ୍ୟକାରୀ ଉପାୟ   ନିଜର ଓଜନ କମେଇବା ପାଇଁ ଯାଣନ୍ତୁ କେତୋଟି ସହଜ ଓ କାର୍ଯ୍ୟକାରୀ ଉପାୟ

ଏସିଡ଼ିଟି ସମାଶୟା ରୁ ମୁକ୍ତି ପାଇଁ ଜାଣନ୍ତୁ କେତୋଟି ଉପାୟ

Related posts

ଆସନ୍ତୁ ଜାଣିବା ସ୍ଵାଇନ୍ ଫ୍ଲୁ ବିଷୟରେ କିଛି କଥା, ଏହି ରୋଗର ଲକ୍ଷଣ ଓ ନିରାକରଣ

Krishna Kumar Manoj

“Bhubaneswar Style Week” With A Fashion Statement Of Traditional Pattachitra of Odisha

Jitendra

ଜାଣନ୍ତୁ ଏପରି କିଛି ପନିପରିବା ଓ ଫଳ ବିଷୟରେ ଯାହାର ଚୋପା ଆପଣଙ୍କୁ ରଖିବ ନିରୋଗ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More