• Home
  • LIFESTYLE
  • ଅତ୍ୟଧିକ ସୁଗାର ଫ୍ରୀ ବଟିକା ମଧୁମେହ ରୋଗୀଙ୍କ ପାଇଁ ହେଇପାରେ ହାନିକାରକ
LIFESTYLE

ଅତ୍ୟଧିକ ସୁଗାର ଫ୍ରୀ ବଟିକା ମଧୁମେହ ରୋଗୀଙ୍କ ପାଇଁ ହେଇପାରେ ହାନିକାରକ

ମଧୁମେହ ରୋଗୀଙ୍କ ପାଇଁ ସାଧାରଣତଃ ସୁଗାର ଫ୍ରୀ ବଟିକା ବଜାରରେ ବହୁଳ ପରିମାଣରେ ମିଳୁଛି ଓ ବ୍ୟବହାର ମାତ୍ରା ମଧ୍ୟ ଏହାର ଅଧିକ । କିନ୍ତୁ କୌଣସି ଜିନିଷ ଅଧିକ ମାତ୍ରାରେ ବ୍ୟବହାର କଲେ ତାର ପାର୍ଶ୍ଵ ପ୍ରତିକ୍ରିୟା ନିଶ୍ଚୟ ଥାଏ । ଯଦି ଆପଣ ମଧୁମେହ ରୋଗୀ ଏବଂ ସ୍ୱାସ୍ଥକୁ ଠିକ୍ ରଖିବା ପାଇଁ ଚିନି ବଦଳରେ ସୁଗାର ଫ୍ରୀ ବଟିକା ବ୍ୟବହାର କରୁଛନ୍ତି, ତା’ହେଲେ ସତର୍କ ହୋଇଯାଆନ୍ତୁ। ଏହି ସୁଗାର ଫ୍ରୀ ବଟିକା ଆପଣଙ୍କ ସ୍ୱାସ୍ଥ୍ୟକୁ  ବିଗାଡ଼ି ଦେଇପାରେ।

  • ଅନେକ ଲୋକ ଚାହା ଓ ଅନ୍ୟ ଖାଦ୍ୟରେ ଚିନି ବଦଳରେ  କୃତ୍ରିମ ମିଠା ପକାନ୍ତି। ଏଥିଯୋଗୁଁ ମଧୁମେହ, ହାଇବ୍ଲଡ୍‌ପ୍ରେସର ଓ ହୃତ୍‌ପିଣ୍ଡ ସମ୍ବନ୍ଧୀୟ ରୋଗ ହୋଇପାରେ।
  • ଏକ ଗବେଷଣାରୁ ଜଣାପଡ଼ିଛି ଯେ କୃତ୍ରିମ ମିଠାର ବ୍ୟବହାର କରୁଥିବା ଲୋକଙ୍କ ପାଚନତନ୍ତ୍ର ଉପରେ କୁପ୍ରଭାବ ପଡ଼େ। ଏହାକୁ ବ୍ୟବହାର କଲେ ଭୋକ ହୁଏ ନାହିଁ।
  • ଗବେଷକଙ୍କ ଅନୁସାରେ ଲୋକଙ୍କୁ ଲାଗିଥାଏ କି ଚିନି ବଦଳରେ କୃତ୍ରିମ ମିଠାର ବ୍ୟବହାର କରିବା ଦ୍ୱାରା ସେମାନେ ସୁସ୍ଥ ରହିବେ। କିନ୍ତୁ ସେମାନଙ୍କୁ ଜଣା ନଥାଏ ଯେ ଏହାକୁ ଖାଇବା ଦ୍ୱାରା ମୋଟାପଣ ଏବଂ ହୃଦ୍‌ରୋଗ ହୋଇଥାଏ।
  • ଆର୍ଟିଫିସିଆଲ ସ୍ୱିଟନରରେ ଏସ୍ପାର୍ଟମ, ସୁକ୍ରଲୋଜ ଏବଂ ସ୍ୱେବିଆ ପରି ତତ୍ତ୍ୱ ରହିଛି। ଏହା ଦ୍ୱାରା ଆପଣ ବିଭିନ୍ନ ହୃଦ୍‌ରୋଗ ସହିତ ଉଚ୍ଚ ରକ୍ତଚାପର ଶିକାର ହୋଇପାରନ୍ତି।

ଅତ୍ୟଧିକ ସୁଗାର ଫ୍ରୀ ବଟିକା ମଧୁମେହ ରୋଗୀଙ୍କ ପାଇଁ ହେଇପାରେ ହାନିକାରକ  ଅତ୍ୟଧିକ ସୁଗାର ଫ୍ରୀ ବଟିକା ମଧୁମେହ ରୋଗୀଙ୍କ ପାଇଁ ହେଇପାରେ ହାନିକାରକ

ଅଧିକ ଜାଣନ୍ତୁ ଡୋକୁମେଣ୍ଟାରି ଫିଲ୍ମ ସମ୍ବଲପୁରୀ ୱେଭର୍ଷ ବିଷୟରେ

Related posts

ଆପଣ ଆରେଞ୍ଜ ମ୍ୟାରେଜ କରୁଛନ୍ତି କି ?ତେବେ ଜାଣିରଖନ୍ତୁ ଏହି ୬ଟି କଥା

Krishna Kumar Manoj

ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ଚାହୁଁଛନ୍ତି କି? ତେବେ ଘରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ !

Krishna Kumar Manoj

ଆସନ୍ତୁ ଜାଣିବା ଆମ୍ୱ ଟାକୁଆର ଉପକାରୀତା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More