Entertainment

ସୁମନ ରାଓ ହେଲେ ଫେମିନା ମିସ୍ ଇଣ୍ଡିଆ ୨୦୧୯

Untitled 1

ରାଜସ୍ଥାନର ସୁମନ ରାଓ   ଫେମିନା ମିସ୍ ଇଣ୍ଡିଆ ୨୦୧୯ର ଟାଇଟଲ ଅଧିକାରୀ ହୋଇଛନ୍ତି । ଏଥିସହିତ ସେ ୫୬ତମ ମିସ୍ ଇଣ୍ଡିଆ  ପ୍ରତିଯୋଗିତାର ସୁମନ ବିଜେତା ହୋଇଛନ୍ତି । ୨୨ ବର୍ଷୀୟା ସୁମନ ଅନୁକୃତି ବାସଙ୍କ ପରେ ଏହି ଟାଇଟଲ ଅର୍ଜ୍ଜନ କରିଛନ୍ତି । ସୁମନ ଚାଟାର୍ଡ ଆକାଉଣ୍ଟାଟ  ପାଇଁ ପ୍ରସ୍ତୁତି କରୁଛନ୍ତି।

ମୁମ୍ବାଇର ସରଦ୍ଦାର ବଲ୍ଲଭ ଭାଇ ପଟେଲ  ଇନଡୋର ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ବଲିଉଡ ଷ୍ଟାର କ୍ୟାଟ୍ରିନା କୈଫ, ବକ୍କି କୌଶଲ, ମୋନୀ ରାୟ ପ୍ରମୁଖ କଳାକାର ଉପସ୍ଥିତ ଥିଲେ । ଦିୟା ମିର୍ଜା ଏବଂ ଚିତ୍ରାଙ୍ଗଦା ସିଂହ ମଧ୍ୟ ସେଠାରେ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ସୂଚନାଯୋଗ୍ୟ ଯେ, ଗତବର୍ଷ ସୁମନ ରନର୍ସ ଅପ  ହୋଇଥିଲେ।

ପଢନ୍ତୁ: ସାରେଗାମାପା ଲିଟିଲ୍ ଚ୍ୟାମ୍ପସ ୨୦୧୯ ଜିତିଲେ ସୁଗନ୍ଧା ଦାତେ

Related posts

ହସ୍ପିଟାଲରେ ଭର୍ତ୍ତି ହେଲେ ଭାରତୀ ଏବଂ ପତି ହର୍ଷ

ENO Beuro

ରଙ୍ଗାରଙ୍ଗ ଉତ୍ସବ ଭିତରେ ଶକ୍ତିର ଅଡିଓ ରିଲିଜ୍ ହୋଇଯାଇଛି

ENO Beuro

ଆଶୁତୋଷଙ୍କ “ପାନିପତ”ରେ ଅର୍ଜୁନ-ସଞ୍ଜୁ! ସାମ୍ନାକୁ ଆସିଛି ଫିଲ୍ମର ଟିଜର ପୋଷ୍ଟର

ENO Beuro

Leave a Comment