LIFESTYLE

ଗ୍ରୀଷ୍ମଦିନେ କେଉଁ ଫେସ୍ ପ୍ୟାକ୍ ଲଗାଇବା ଭଲ ଜାଣନ୍ତୁ ?

ଗ୍ରୀଷ୍ମ ଦିନେ ଭିନ୍ନଭିନ୍ନ ପ୍ୟାକ୍ ଲଗାଇଲେ ତ୍ଵଚାରେ ବିଶେଷ ଚମକ ଆସିଥାଏ । ଘରୋଇ ପ୍ୟାକ୍ ପ୍ରସ୍ତୁତ କରିବା ପୂର୍ବରୁ ନିୟମିତ ଭାବେ ବେସନ ଓ ଚିମୁଟାଏ ହଳଦୀ ସହ ଅନ୍ୟାନ୍ୟ ସାମଗ୍ରୀ ମିଶାଇ ପ୍ୟାକ୍ ପ୍ରୟୋଗ କରିବା ଉଚିତ । ତେବେ ଆସନ୍ତୁ ଜାଣିବା ଗ୍ରୀଷ୍ମଦିନେ କେଉଁ ଫେସ୍ ପ୍ୟାକ୍ ଲଗାଇବା ଭଲ ଜାଣନ୍ତୁ ।

କେଉଁ ଫେସ୍ ପ୍ୟାକ୍ ଲଗାଇବା ଉଚିତ ଜାଣନ୍ତୁ :-

  • କାକୁଡ଼ି ରସ ୨ଚାମଚରେ ବେସନ ମିଶାଇ ପୂରା ଶରୀରରେ ଲଗାଇବା ଖରାଦିନିଆ ସର୍ବୋତ୍ତମ ପ୍ୟାକ୍ ।
  • ଖରାରୁ ଆସିବା ପରେ ନିୟମିତ ଗାଜର ରସ ଓ କାକୁଡ଼ି ରସ ସମପରିମାଣରେ ତ୍ବଚାରେ ଲଗାଇଲେ ସନ୍-ଟ୍ୟାନ୍ ଦୂର ହୁଏ ।
  • ନଡ଼ିଆ ପାଣିରେ ବେସନ ଓ ହଳଦୀ ମିଶାଇ ମଧ୍ୟ ପ୍ୟାକ୍ ଭଳି ବ୍ୟବହାର କରିହେବ ।
  • ଦହିରେ ଆପଣ ବେସନ ମିଶାଇ ଲଗାଇଲେ ତ୍ଵଚାରେ ବ୍ରଣ ଓ କଳା ଦାଗ ରହେ ନାହିଁ ।
  • ଦୈନିକ ବରଫଖଣ୍ଡକୁ ତ୍ବଚାରେ ମାଲିସ୍ କଲେ ଭଲଭାବେ ରକ୍ତ ସଞ୍ଚାଳନ ହେବା ସହ ଝାଳ କମ୍ ବାହାରିଥାଏ ।
  • ହଳଦୀ ସହ ଟିକେ ବେସନ ଓ କଞ୍ଚା କ୍ଷୀର ମିଶାଇ ମୁହଁରେ ଲଗାନ୍ତୁ । ଏହା ଦ୍ଵାରା ଆପଣଙ୍କ ତ୍ଵଚା ଗ୍ଲୋ କରିବ ।

ଗ୍ରୀଷ୍ମଦିନେ କେଉଁ ଫେସ୍ ପ୍ୟାକ୍ ଲଗାଇବା ଭଲ ଜାଣନ୍ତୁ ? summer face packl

ପଢନ୍ତୁ  ;

‘ଭାରତ’ ସିନେମାରେ ସଲମାନଙ୍କ ନାୟିକା ହେବେ ଏହି ହିରୋଇନ

Related posts

ସାକ୍ଷାତକାର ରେ ସଫଳତା ପାଇବା ପାଇଁ ଆପଣାନ୍ତୁ କେତେକ ଗୁରୁତ୍ୱପୂର୍ଣ୍ଣ କଥା

ENO Beuro

ଚନ୍ଦାପଣ ପାଇଁ ଚିନ୍ତିତ କି ? ଏହି ସମସ୍ୟାରୁ ମୁକ୍ତି ପାଇଁ ଖାଆନ୍ତୁ ଏହିସବୁ ଖାଦ୍ୟ

ENO Beuro

ଆସନ୍ତୁ ଜାଣିବା, ଶୀତଦିନେ ଓଠର ଯତ୍ନ କିପରି ନେବା ?

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More