News

ନିଜ ଢଙ୍ଗରେ ଭୋଟରଙ୍କୁ ସଚେତନ କଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ବାଲୁକାଶିଳ୍ପ  ମାଧ୍ୟମରେ ସାରା ବିଶ୍ଵକୁ ଚମକେଇଥିବା ସୁଦର୍ଶନ ପଟ୍ଟନାୟକ  ଆଜି ନିଜ ଢଙ୍ଗରେ ଭୋଟରଙ୍କୁ ସଚେତନ କରିଛନ୍ତି। ନିର୍ବାଚନ ସମୟରେ ଭୋଟରଙ୍କୁ ମତଦାନ କରି ଦେଶର ଅଗ୍ରଗତିରେ ସାମିଲ ହେବାକୁ କହି ସେ ନିଜର ଏକ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିବା ସହ ଦେଶର ଏକ ନାଗରିକ ଭାବେ ନିଜର କର୍ତ୍ତବ୍ୟ ପାଳନ କରିଛନ୍ତି ସୁଦର୍ଶନ ପଟ୍ଟନାୟକ।  ବାଲୁକା କଳା ବୁଲି ଦେଖିବା ସହ ସୁଦର୍ଶନଙ୍କ ବାଲୁକା କଳା ବୁଲି ଦେଖିବା ସହ ତାଙ୍କୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍

ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ମତଦାନ ହାର ବୃଦ୍ଧି  ସହ ଭୋଟରଙ୍କୁ ସଚେତନ କରିବାକୁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଉଦ୍ୟମ କରିଛନ୍ତି। ସେ ବାଲୁକା କଳା ମାଧ୍ୟମରେ YOUR VOTE YOUR VOICE  ସହିତ VOTE FOR BETTER INDIA  ଭଳି ସଂଦେଶ ଦେଇଛନ୍ତି।

ପଢନ୍ତୁ: ବିଜେପିର ନିର୍ବାଚନୀ ଇସ୍ତାହାରକୁ ଟାର୍ଗେଟ କଲା ବିଜେଡ଼ି

Related posts

ଯୋଗ ଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆନିମେଟେଡ୍‌ ତ୍ରିକୋଣାସନ ଭିଡିଓ ଭାଇରାଲ

Ratnamani Moharana

ଲଘୁଚାପ ହେଲା ଅବପାତ:୧୧ରେ ଆଉ ଏକ ଲଘୁଚାପ

ENO Beuro

ଜାତୀୟ ଡିଜିଟାଲ ସଂଚାର ନୀତି-୨୦୧୮କୁ କ୍ୟାବିନେଟ ଅନୁମୋଦନ

ENO Beuro

Leave a Comment