News

ଦାୟିତ୍ଵ ନେଲେ ନୂଆ ସିଇସି ସୁନୀଲ ଅରୋରା

sunil

ଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ସୁନୀଲ ଅରୋରା ରବିବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଓମ୍ ପ୍ରକାଶ ରାୱତଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଛି । ରାଷ୍ଟ୍ରପତିୀ ରାମନାଥ କୋବିନ୍ଦ ସୋମବାର ଆରୋରାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ।

sunil

ସୂଚନାଯୋଗ୍ୟ,୬୨ ବର୍ଷୀୟ ଆରୋରା ଏହାପୂର୍ବରୁ କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗରେ ସଚିବ ଭାବେ ଦାୟିତ୍ବ ତୁଲାଇଥିଲେ। ଗତବର୍ଷ ସେପ୍ଟେମ୍ବରରେ ସେ ନିର୍ବାଚନ କମିସନର ନିଯୁକ୍ତ ହୋଇଥିଲେ।

ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି। ତାଙ୍କ ନେତୃତ୍ଵରେ ୨୦୧୯ର ସାଧାରଣ ନିର୍ବାଚନ ହେବ।

ପଢନ୍ତୁ;  ସୁସ୍ଥ ହୋଇ ମୁମ୍ବାଇ ପହଞ୍ଚିଲେ ସୋନାଲି ବେନ୍ଦ୍ରେ

Related posts

ଇସ୍ତଫା ଦେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ

ENO Beuro

ରାମ ମନ୍ଦିର ନିର୍ମାଣ ପାଇଁ ସଂକଳ୍ପ ନେଲେ : ଡିଜି ,ୟୁପି ପ୍ରଶାସନ ଉପରେ କ’ଣ ପଡିବ ପ୍ରଭାବ ?

ENO Beuro

ଡକ୍ଟର ଚିତ୍ତରଞ୍ଜନ ତ୍ରିପାଠୀ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ବିପିୟୁଟି)ର ନୂତନ କୁଳପତି

ENO Beuro

Leave a Comment