News

ସୁନିଲ ଆରୋରା ହେଲେ ନୂଆ ମୁଖ୍ୟ ନିର୍ବାଚନ କମିଶନର

sunil

ନିର୍ବାଚନ କମିଶନର ସୁନିଲ ଆରୋରା ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଭାବେ ନିଯୁକ୍ତି ହୋଇଛନ୍ତି। ରାଷ୍ଟ୍ରପତିୀ ରାମନାଥ କୋବିନ୍ଦ ସୋମବାର ଆରୋରାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । ୨୩ତମ ସିଇସି ଭାବେ ଡିସେମ୍ବର୨ରେ ପଦ ସମ୍ଭାଳିବେ ସୁନିଲ । ସୁନିଲ ନେତୃତ୍ୱରେ ୨୦୧୯ ନିର୍ବାଚନ ପରିଚାଳନା ହେବ।

sunil

ସୂଚନାଯୋଗ୍ୟ, ସୁନିଲ ନେତୃତ୍ୱରେ ୨୦୧୯ ନିର୍ବାଚନ ପରିଚାଳନା ହେବ । ୬୨ ବର୍ଷୀୟ ଆରୋରା ଏହାପୂର୍ବରୁ କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗରେ ସଚିବ ଭାବେ ଦାୟିତ୍ବ ତୁଲାଇଥିଲେ। ଗତବର୍ଷ ସେପ୍ଟେମ୍ବରରେ ସେ ନିର୍ବାଚନ କମିସନର ନିଯୁକ୍ତ ହୋଇଥିଲେ।

ପଢନ୍ତୁ; ପଦ୍ମ ଧରିଲେ ଅପରାଜିତା ଷଡଙ୍ଗୀ

Related posts

ମାସୁଦ ପାଇଁ ଆମେରକା-ଚୀନ ମୁହାଁମୁହିଁ: ମାସୁଦ ଉପରେ ଲାଗୁ ହେବ କଟକଣା

Ratnamani Moharana

ଦୁଇଦିନ ବାରଣାସୀରେ ଗସ୍ତରେ ମୋଦୀ,୫୦୦ କୋଟି ଟଙ୍କା ପ୍ରକଳ୍ପର କରିବେ ଉଦ୍‍ଘାଟନ

ENO Beuro

ଆଇଏମ୍‌ଏଫ୍‌ ମୁଖ୍ୟ: ମୋଦି ସରକାର ମହିଳା ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ଉଚିତ!

ENO Beuro

Leave a Comment