EnewsOdia.Com

ଦିଆସିଲି କାଠି ଜଳାଇ ‘ଲୋହରି’ ମନାଇଲେ ସୁନିଲ୍‌ ଗ୍ରୋଭର

କମେଡିଆନ୍‌ ତଥା ଅଭିନେତା ସୁନିଲ୍‌ ଗ୍ରୋଭର ଫ୍ୟାନ୍‌ମାନଙ୍କୁ ବଡ଼ ଖାସ୍‌ ଅନ୍ଦାଜରେ ‘ହାପି ଲୋହରି’ ଓ୍ଵିଶ୍‌ କରିଛନ୍ତି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଛାଇଯାଇଛି। ୧୩ ଜାନୁୟାରୀରେ ସୁନିଲ୍‌ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ଲେଖିଥିଲେ, ‘ନିଅାଁ ଅଧିକ ହେଉ କିମ୍ବା କମ୍‌, ସମସ୍ତଙ୍କୁ ହାପି ଲୋହରି!!! ଶେଷରେ ମୁମ୍ବାଇରେ ମୋ ସାଙ୍ଗମାନଙ୍କ ସହ ଲୋହରିର ଜବରଦସ୍ତ ସେଲିବ୍ରେଶନ ହେଲା। ଏଠାକୁ ଆସନ୍ତୁ ଏବଂ ଯୋଗ ଦିଅନ୍ତୁ। Burrahh’! ଭିଡିଓରେ ସୁନିଲ୍‌ ଦିଆସିଲି କାଠିଗୁଡ଼ିକୁ ଏକାଠି କରି ସେଥିରେ ନିଅାଁ ଲଗାଉଥିବାର ନଜର ଆସୁଛନ୍ତି। ଏହାସହିତ ଫ୍ୟାନ୍‌ମାନଙ୍କୁ ଗୀତ(ମୁନ୍ଦରି) ଗାଇ ଲୋହରିର ଶୁଭକାମନା ଜଣାଉଛନ୍ତି। ତାଙ୍କର ଏହି ଭିଡିଓକୁ ଏ ପଯ୍ୟର୍ନ୍ତ ୫ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

ସୁନିଲ୍‌ ଗ୍ରୋଭରଙ୍କ ପୋଷ୍ଟରେ ୮୦୦ରୁ ଅଧିକ ୟୁଜର ପ୍ରତିକ୍ରିୟା ଦେଇଛନ୍ତି। ଅଧିକାଂଶ ଫ୍ୟାନ୍‌ ତାଙ୍କୁ ଲୋହରିର ଶୁଭାକାମନା ଜଣାଇଛନ୍ତି ଏବଂ ପଚାରିଛନ୍ତି, ‘ଏମିତି କିଏ ଲୋହରି ପାଳନ କରିଥାଏ’? କିନ୍ତୁ କିଛିଜଣ ଏହାକୁ କ୍ରିଏଟିଭିଟି ଉପାୟ ବୋଲି କହିଛନ୍ତି।

ପଢନ୍ତୁ: ୫ ଦିନରେ ୫୦୦୦ ଓଟଙ୍କୁ ମାରିସାରିଲାଣି ଅଷ୍ଟ୍ରେଲିଆ !

ସମ୍ବନ୍ଧିତ ଖବର

ବନ୍ଦ ହୋଇଯିବ ଦୀପିକାଙ୍କ ଟେଲି-ସୋ ‘କବଚ… ମହାଶିବରାତ୍ରୀ’

Ratnamani Maharana

ସୁନ୍ଦର ଉଦାହରଣ ସୃଷ୍ଟି କଲେ ଆୟୁଷ୍ମାନ ଓ ତାହିରା

Ratnamani Maharana

ଦ୍ୱିତୀୟ ଥର ବାପା ବନିଲେ କେଜିଏଫ୍‌ ଷ୍ଟାର ୟଶ

Ratnamani Maharana

ବଲିଉଡ୍‌ରେ ୫୦ ବର୍ଷ ପୂରଣ କଲେ ଅମିତାଭ

Ratnamani Maharana

ରିଲିଜ ହେଲା ବହୁ ପ୍ରତିକ୍ଷିତ ଗୀତ ‘ମଦରେ ମଦ ତୁ ମୋ ସାହାରା’ର ଭିଡିଓ

Ratnamani Maharana

ଆଜି ପ୍ରଦାନ କରାଯିବ ୬୬ ଜାତୀୟ ଚଳଚିତ୍ର ପୁରସ୍କାର

Ratnamani Maharana