POLITICALS

ବିଜେପିର ନୂଆ ପ୍ରାର୍ଥୀ: ବଲିଉଡର ଷ୍ଟାର ସନ୍ନି ଦେଓଲ

ନିର୍ବାଚନ  ତାରିଖ ପ୍ରକାଶ ସରିଲାଣି। ନିର୍ବାଚନକୁ ଆଉ ମାତ୍ର ଗୋଟେ ମାସ। ବିଜେପି ଏଯାଏ ଦାଖଲ କାରିନି ପାର୍ଥୀ ପତ୍ର ତାଲିକା। ତେବେ ଏହି ପାର୍ଥୀ ପତ୍ର ତାଲିକାକୁ ନେଇ ଦ୍ଵନ୍ଦରେ ଦଳ କାହାକୁ ଦେବ ଟିକେଟ।  ଯେଉଁ ପାର୍ଥୀ ଯେତେ ପରିଚିତ ଲୋକମାନଙ୍କ ଭଲପାଇବା ସେମାନଙ୍କ ପ୍ରତି ବେଶୀ। ତେବେ ବିଜେପିର ପାର୍ଥୀ ହେବାକୁ ଯାଉଛନ୍ତି ଆଉ ଜଣେ ବଲିଉଡ ଷ୍ଟାର। ହିନ୍ଦି ସିନେମା ଜଗତର ଅଭିନେତା ସନ୍ନି ଦେଓଲ ଏଥର ନିର୍ବାଚନରେ ହେବେ ବିଜେପି ପାର୍ଥୀ। ବିଜେପି ସନ୍ନୀଙ୍କୁ ଉତ୍ତରପ୍ରଦେଶରୁ ନିର୍ବାଚନ ପାଇଁ ପ୍ରାର୍ଥି କରିବ ବୋଲି ଚର୍ଚ୍ଚା ହେଉଛି। ତେବେ ଏନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇନାହି।

ସାରା ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ । ଏପ୍ରିଲ ମାସ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ହେବ। ୭ ପର୍ଯ୍ୟାୟ ନିର୍ବାଚନ ପରେ ମେ ମାସ ୨୩ ତାରିଖରେ ପରିଣାମ ଘୋଷଣା ହେବ।
ପଢନ୍ତୁ: ଚୀନର ପାକିସ୍ଥାନ ପ୍ରେମ: ପାକିସ୍ଥାନକୁ ଯୋଗେଇ ଦେବ ଅତ୍ୟାଧୁନିକ ଡ୍ରୋନ

Related posts

ଆଜି ଦଳ ଘୋଷଣା କରିବେ କମଲ ହାସାନ

ENO Beuro

ବିଜେପୁର ପାଇଁ ନବୀନଙ୍କ ସ୍ଵତନ୍ତ୍ର ପ୍ୟାକେଜ

Ratnamani Moharana

କେନ୍ଦ୍ରାପଡାରେ ଟଙ୍କା ବାଣ୍ଟୁଛି ବିଜେଡ଼ି

Ratnamani Moharana

Leave a Comment