EnewsOdia.Com

କିଙ୍ଗ୍ ନୁହେଁ କିଙ୍ଗମେକର୍ ହେବେ ସୁପର ଷ୍ଟାର ରଜନୀକାନ୍ତ

ସୁପରଷ୍ଟାର ରଜନୀକାନ୍ତ ରାଜନୀତିରେ ଯୋଗଦେବେ ନା ନାହିଁ ସେନେଇ ଦୀର୍ଘ ଦିନ ହେବ ଆଲୋଚନା ଜାରି ରହିଥିଲା। ଏବେ ଏହି ଆଲୋଚନାରେ ପୂର୍ଣ୍ଣଛେଦ ପଡିଛି। ସେ ନିଜେ ନିରବତା ଭାଙ୍ଗିଛନ୍ତି। ସେ ଏପରି ଏକ ଦଳ ଗଠନ କରିବେ ଯେଉଁଥିରେ ସରକାର ଓ ଦଳ ପୃଥକ ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଅର୍ଥାତ ସେ ଦଳର ମୁଖ୍ୟ ରହିବେ କିନ୍ତୁ ମୁଖ୍ୟମନ୍ତ୍ରୀ ହେବେ ନାହିଁ। ଯେଉଁ ନେତା ଦଳର ସଭାପତି ହେବ ସେ ମୁଖ୍ୟମନ୍ତ୍ରୀ ହେହ ନାହିଁ ବୋଲି ସୁପରଷ୍ଟାର ରଜନୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଶିକ୍ଷିତ ଯୁବକମାନେ ମୁଖ୍ୟମନ୍ତ୍ରୀ ହେବା ଉଚିତ। ସେ ନିଜ ଦଳରେ ୪୫ରୁ କମ ବୟସର ଯୁବକଙ୍କୁ ସାମିଲ କରିବା ପାଇଁ ଲକ୍ଷ୍ୟ ରଖିବେ।ଏହାବ୍ୟତୀତ ଦଳରେ ଅବସର ଗ୍ରହଣ କରିଥିବା ଆଇପିଏସ ଓ ଆଇଏଏସ ଅଧିକାରୀଙ୍କୁ ସାମିଲ କରାଯିବ। ସେ ନିଜେ ଅଧିକାରୀଙ୍କୁ ସମ୍ପର୍କ କରିବେ ବୋଲି କହିଛନ୍ତି।

ପଢନ୍ତୁ: ରୁକୁଣା ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ

ସମ୍ବନ୍ଧିତ ଖବର

ମାର୍ଚ୍ଚ ୫ରୁ ୭ ଦିନ ବ୍ୟାପୀ ବିଜୁ ବାବୁଙ୍କ ଜନ୍ମଦିନ ପାଳନ କରିବ ବିଜେଡି

Ratnamani Maharana

ଅସ୍ତରଙ୍ଗ ବେଳାଭୂମିରେ ପଡିଛି ୪୮ ଫୁଟର ମୃତ ତିମି

Ratnamani Maharana

ନୂଆ ବର୍ଷରୁ ଶସ୍ତା ହେବ ଟିଭି ଦେଖା

Ratnamani Maharana

ଶ୍ରୀଜଗନ୍ନାଥ ମନ୍ଦିରର ଜମା ଟଙ୍କା ଫେରାଇ ଆଣିବା ଲାଗି ନିର୍ମଳା ସୀତାରମଣଙ୍କୁ ଭେଟିଲେ ଓଡିଆ ସାଂସଦ

Ratnamani Maharana

ଜୈବିକ ଚାଷ କରୁଛନ୍ତି ଧୋନି

Ratnamani Maharana

ହରିୟାଣା ସସ୍‌ପେନ୍ସରେ ପୁର୍ଣ୍ଣଛେଦ୍‌: ବିଜେପିରୁ ମୁଖ୍ୟମନ୍ତ୍ରୀ-ଜେଜେପିରୁ ଉପମୁଖ୍ୟମନ୍ତ୍ରୀ

Ratnamani Maharana