SPORTS

ଶ୍ରୀସାନ୍ତଙ୍କୁ ଆଜୀବନ ବାସନ୍ଦରୁ ମୁକ୍ତି କଲେ ସୁପ୍ରିମ୍‌କୋର୍ଟ

ଆଇପିଏଲ୍ ସ୍ପଟ୍ ଫିକ୍ସିଂ  ମାମଲାରେ ଫସି  ବାସନ୍ଦ ହୋଇଥିବା ଶ୍ରୀସନ୍ତଙ୍କୁ ମିଳିଛି ଆଶ୍ଵସ୍ତି। ସୁପ୍ରିମକୋର୍ଟ  ଆଜି ତାଙ୍କ ସପକ୍ଷରେ ରାୟ ଦେଇ ଖଣ୍ଡପୀଠରେ କହିଛନ୍ତି କି ”ବିସିସିଆଇର ଶୃଙ୍ଖଳା କମିଟି ଶ୍ରୀସାନ୍ତଙ୍କ ପାଇଁ ଦଣ୍ଡବିଧାନ ସ୍ଥିର କରିବା ପୂର୍ବରୁ ତାଙ୍କୁ ନିଜ ପକ୍ଷ ରଖିବାକୁ ସୁଯୋଗ ଦେବେ ଓ ତାଙ୍କର ଏହି ରାୟ ଦିଲ୍ଲୀ ହାଇକୋର୍ଟରେ ଶ୍ରୀସାନ୍ତଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲା ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

ତ୍ତେବେ ଶ୍ରୀସାନ୍ତଙ୍କ ଉପରୁ ଆଜୀବନ ବାସନ୍ଦ  ନିର୍ଦ୍ଦେଶକୁ ସୁପ୍ରିମ୍‌ କୋର୍ଟ ହଟାଇ ଦେଇଛନ୍ତି। ୩ ମାସ ମଧ୍ୟରେ ସାନି ଦଣ୍ଡବିଧାନ ସ୍ଥିର କରିବାକୁ ସୁପ୍ରିମକୋର୍ଟ କୋର୍ଟ ବିସିସିଆଇର ଶୃଙ୍ଖଳା କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି।
ପଢନ୍ତୁ: ଏଥର ନିର୍ବାଚନରେ ପିପିଲିରୁ ମୁଁ ନିଶ୍ଚିତ ଲଢିବି ବୋଲି କହିଲେ ମହାରଥୀ

Related posts

କୋହଲି ଜଣେ ଅସାଧାରଣ ଅଧିନାୟକ : ଷ୍ଟାର୍କ

ENO Beuro

ପୂର୍ବତନ ପାକିସ୍ତାନୀ ବୋଲର ଓ୍ଵାସିମ୍‌ ଆକ୍ରମ : କୋହଲିଙ୍କ ସାମ୍ନାରେ ମତେ ବୋଲିଂ କରିବାରେ ଅସୁବିଧା ହେବ

ENO Beuro

ଗିରଫ ହେଲେ ଗଲ୍‌ଫ୍‌ ଖେଳାଳି ଜ୍ୟୋତି ରାନ୍ଧଓ୍ବା

ENO Beuro

Leave a Comment