EnewsOdia.Com

ଆସନ୍ତା ଗୁରୁବାର ହେବ ବର୍ଷର ଶେଷ ସୂର୍ଯ୍ୟପରାଗ

ଆସନ୍ତା ୨୬ ତାରିଖ ଗୁରୁବାର ଦିନ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗିବ। ପୌଷମାସର କୃଷ୍ଣପକ୍ଷ ତିଥିରେ ପଡୁଥିବା ଏହି ସୂର୍ଯ୍ୟପରାଗ ବୃତ୍ତାକାର ହେବ। ସୂର୍ଯ୍ୟପରାଗ ଗୁରୁବାର ସକାଳ ୮ଟା ୧୭ମିନିଟରେ ଆରମ୍ଭ ହୋଇ ୧୦ଟା ୫୭ ମିନିଟରେ ଶେଷ ହେବ। ଏହାର ପୂର୍ବ ଦିନ ଅର୍ଥାତ୍ ଡିସେମ୍ବର ୨୫ ତାରିଖ ବୁଧବାର ସନ୍ଧ୍ୟା ୫ଟା ୩୧ ମିନିଟରୁ ପାକ୍ ନିଷିଦ୍ଧ ହେବ। ଗର୍ଭବତୀ ମହିଳା, ଛୋଟ ପିଲା ଓ ବୃଦ୍ଧଙ୍କ ପାଇଁ ପାକ୍ ନିଷିଦ୍ଧ ସମୟ ଭୋର ୩ଟା ୪୭ ମିନିଟରୁ ଆରମ୍ଭ ହୋଇ ୧୦ଟା ୫୭ମିନିଟରେ ଶେଷ ହେବ।

ଏହି ସୂର୍ଯ୍ୟପରାଗର ସମ୍ପୂର୍ଣ୍ଣ ସମୟ ୨ଘଣ୍ଟା ୪୦ ମିନିଟ୍ ରହିବ। ଶ୍ରୀଲଙ୍କା, ସାଉଦି ଆରବ, ବୋର୍ନିୟୋ, ଅଷ୍ଟ୍ରେଲିୟା, ଏସିଆର ଦକ୍ଷିଣ ଭାଗରେ ଦେଖାଯିବ । ମେଷ, ବୃଷ ଓ ମିଥୁନ ରାଶି ଉପରେ ଏହାର ଅଶୁଭ ପ୍ରଭାବ ପଡିପାରେ। କର୍କଟ ରାଶିର ଲୋକଙ୍କ ଉପରେ ଏହାର ଶୁଭ ପ୍ରଭାବ ପଡିବ। ଆସନ୍ତା ସୂର୍ଯ୍ୟପରାଗ ୨୦୨୦ ମସିହା ଜୁନ ୨୧ ତାରିଖରେ ଭାରତରେ ଦେଖାଦେବ।

ପଢନ୍ତୁ: ଭୁବନେଶ୍ଵରରେ ବିଲେଇ ମାରି ବନ୍ଧାହେଲେ ଯୁବକ

ସମ୍ବନ୍ଧିତ ଖବର

୧୯ରୁ ମାଟ୍ରିକ୍‌ ପରୀକ୍ଷା, ନୋଡାଲ ସେଣ୍ଟର୍‌କୁ ଗଲା ମାଟ୍ରିକ୍ ପ୍ରଶ୍ନପତ୍ର

Ratnamani Maharana

ଆଜି ସ୍ଵର୍ଗତ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକି

Ratnamani Maharana

ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଟ୍ରେନ୍‌କୁ ପଛୁଆ ଚଲାଇଲେ ଲୋକୋ ପାଇଲଟ୍‌

Ratnamani Maharana

ଏଣିକି ପ୍ରଥମ ଶ୍ରେଣୀରୁ ପିଲା ଶିଖିବେ ସ୍ପୋକେନ ଇଂଲିଶ

Ratnamani Maharana

ଦେଶଓଡ଼ିଆ ପୁଅ ଗିରିଶ ହେଲେ ଜାମ୍ମୁ-କାଶ୍ମୀରର ପ୍ରଥମ ଲେପ୍ଟନାଣ୍ଟ ଗଭର୍ଣ୍ଣର

Ratnamani Maharana

ଇଗ୍ନାଇଟ୍‌ ଫିଲ୍ମ ଫେଷ୍ଟିଭାଲ ୨୦୨୦ ପାଇଁ ଫିଲ୍ମ ଆହ୍ୱାନ ଆରମ୍ଭ

Ratnamani Maharana