EnewsOdia.Com

ଜାନୁଆରି ୪ରୁ ହେବାକୁ ଯାଉଛି ସ୍ୱଚ୍ଛ ସର୍ବେକ୍ଷଣ-୨୦୨୦

ଜାନୁଆରି ୪ରୁ ୩୧ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ସ୍ବଚ୍ଛ ସର୍ବେକ୍ଷଣ। ଜାନୁଆରି ୪ରୁ ୩୧ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସର୍ଭେ ପରେ କେଉଁ ସହର କେତେ ସ୍ବଚ୍ଛ ଜଣାପଡ଼ିବ। ଏହି ସର୍ଭେ ଆରମ୍ଭ ହେବା ପୂର୍ବରୁ ମନ୍ତ୍ରଣାଳୟ ପକ୍ଷରୁ ସ୍ବଚ୍ଛ ସର୍ବେକ୍ଷଣ ୨୦୨୦ର ଦ୍ବିତୀୟ କ୍ବାର୍ଟରର ଲିଗ୍ ର‍୍ୟାଙ୍କ ପ୍ରକାଶ ପାଇଛି। ୧ଲକ୍ଷରୁ ୧୦ଲକ୍ଷ ଜନବସତି ସହର ଶ୍ରେଣୀରେ ଓଡ଼ିଶାର ସହରଗୁଡ଼ିକୁ ଭଲ ର‍୍ୟାଙ୍କ ମିଳିନି। ଭୁବନେଶ୍ବର ଓ କଟକକୁ ଏହି ଲିଗ୍‌ରେ ଭଲ ର‍୍ୟାଙ୍କ ମିଳିବ ବୋଲି ଆଶା ଥିଲେ ହେଁ ଭୁବନେଶ୍ୱରକୁ ୧୬୬ ଓ କଟକକୁ ୨୪୦ତମ ର‍୍ୟାଙ୍କ ମିଳିଛି

ଏହି ସର୍ବେକ୍ଷଣର ଦ୍ବିତୀୟ କ୍ବାର୍ଟର‌ରେ ଭୁବନେଶ୍ବରକୁ ୧୬୬ ର‍୍ୟାଙ୍କ ମିଳିବା ନେଇ ବିଏମ୍‌ସିର ପରିମଳ ଦାୟିତ୍ବରେ ଥିବା ଡେପୁଟି କମିସନର ଶୁଭେନ୍ଦୁ କୁମାର ସାହୁ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ସ୍ବଚ୍ଛ ସର୍ବେକ୍ଷଣ ରୢାଙ୍କ ପ୍ରକାଶ ପାଇନି। ଏଥିରେ କେବଳ ସହରାଞ୍ଚଳଗୁଡ଼ିକର ପରିମଳ ନେଇ ଥିବା ଭିତ୍ତିଭୂମିକୁ ଦେଖାଯାଇଛି। ଜାନୁଆରି ୪ରୁ ୩୧ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସର୍ଭେ ପରେ କେଉଁ ସହର କେତେ ସ୍ବଚ୍ଛ ଜଣାପଡ଼ିବ। ମିଳିଛି। ‌

ପଢନ୍ତୁ: ବାଗଦାଦ ବିମାନବନ୍ଦରରେ ଯୁକ୍ତରାଷ୍ଟ୍ର ଆମେରିକାର ଏୟାର ଷ୍ଟ୍ରାଇକ୍

ସମ୍ବନ୍ଧିତ ଖବର

ଏଣିକି SBI ଆକାଉଣ୍ଟ ଜିରୋ ହେଲେ ବି ନୋ ପ୍ରୋବ୍ଲେମ

Ratnamani Maharana

ଏଣିକି ରେଳରେ ଛେପ ପକାଇଲେ ଯାତ୍ରୀ ଗଣିବେ ତଣ୍ଡ

Ratnamani Maharana

କୋଣାର୍କକୁ ନେଇ ଆରମ୍ଭ ହେଲା ବିବାଦ

Ratnamani Maharana

ପୁଲୱାମା ଆକ୍ରମଣରେ ବ୍ୟବହୃତ ବିସ୍ପୋରକ ପ୍ରସ୍ତୁତି ପାଇଁ ଆମାଜନରୁ କିଣା ଯାଇଥିଲା ରାସାୟନିକ

Ratnamani Maharana

ପୁରୁଣା ଓ ଅତି ଗମ୍ଭୀର କ୍ଷତକୁ ଭଲ କରିବ ସ୍ମାର୍ଟ ବ୍ୟାଣ୍ଡେଜ

Ratnamani Maharana

ରୋଗ ବ୍ୟାପିବା ପରେ ବୁଦ୍ଧି ପଶିଲା, ଚୀନରେ ବନ୍ୟଜନ୍ତୁ ବ୍ୟବସାୟ ନିଷିଦ୍ଧ

Ratnamani Maharana