Entertainment

ଭାରତୀୟ ସୈନିକଙ୍କୁ ବୋକା କହି ପୁଣି ବିବାଦରେ ଫସିଲେ ବଲିଉଡ୍‌ ହିରୋଇନ୍‌ ସ୍ୱରା ଭାସ୍କର

ପୁଣି ବିବାଦରେ ଫସିଲେ ବଲିଉଡ୍‌ ହିରୋଇନ୍‌ ସ୍ୱରା ଭାସ୍କର। ଆଗରୁ ପଦ୍ମାବତ୍‌ ପାଇଁ ସଞ୍ଜୟ ଲିଲା ଭନସାଲିଙ୍କୁ ଖୋଲା ଚିଠି ଏବଂ ବୀର ଦି ୱେଡିଙ୍ଗକୁ ନେଇ ଟ୍ରୋଲ ହୋଇଥିଲେ।

swara

ଏବେ ସ୍ୱରା ଭାସ୍କର ଭାରତୀୟ ସେନାଙ୍କୁ ଆକ୍ଷେପ କରି କହିଛନ୍ତି । ତେବେ ସ୍ୱରା ସବୁବେଳେ ନିଜର ମନ୍ତବ୍ୟକୁ ସୋସିଆଲ ମିଡିଆରେ ସେୟାର କରନ୍ତି ଯେଉଁଥିରେ ସାମିଲ ଥାଏ ତାଙ୍କ କଡ଼ା ଜୱାବ । କିନ୍ତୁ ଏହିଥର ସେ ଏଭଳି କିଛି କହିଛନ୍ତି ଯାହାକୁ ନେଇ ଚର୍ଚ୍ଚା ବଢିଛି । ଭାରତୀୟ ସୈନିକଙ୍କୁ ‘ବୋକା’ ବୋଲି କହି । ଟ୍ଵିଟ୍‌ କରି ଏକଥା ଲେଖିଛନ୍ତି ସ୍ୱରା । ଏହା ବ୍ୟତୀତ ମବ୍‌ ଲିଞ୍ଚିଙ୍ଗ ଓ ଅନର କିଲିଂ ଉପରେ ମଧ୍ୟ ଟ୍ଵିଟ୍‌ କରିଛନ୍ତି।

ସ୍ୱରା କେତେକ କଥାକୁ ନେଇ କିଛି ମତ ରଖିଲେ ଏବଂ ତାହା ଦ୍ୱାରା ସେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି। ସୋସିଆଲ ମିଡିଆରେ କିଛି ୟୁଜର ସ୍ୱରାଙ୍କ ଏହି ମନ୍ତବ୍ୟକୁ ଖୁବ ନିନ୍ଦା ମଧ୍ୟ କରିଛନ୍ତି।

ପଢନ୍ତୁ;ସଲମାନ ଖାନଙ୍କ ଭଉଣୀ ଥିଲେ ଏହି ଅଭିନେତାଙ୍କର ପ୍ରଥମ ପ୍ରେମ

Related posts

ବାପାଙ୍କ ଠାରୁ ଅଲଗା ହେବେ ବରୁଣ ଧଓ୍ଵନ୍‌, ଜାଣନ୍ତୁ କାରଣ

ENO Beuro

ବହି ଲେଖିବେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌

ENO Beuro

ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ବ୍ୟୟ ବହୁଳ ଫିଲ୍ମ ୨.୦ର ଟିଜର୍‌ ଲିକ୍‌

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More