LIFESTYLE

ମିଠା ହାଲୁଆ ଯେ କେବଳ ସୁସ୍ଵାଦୁ ଲାଗେ , ତାହା ନୁହେଁ ବରଂ ରୋଗରୁ ମଧ୍ୟ ମୁକ୍ତି ଦିଏ

ମିଠାଜାତୀୟ ଖାଦ୍ୟ ଅନେକ ଲୋକଙ୍କର ପସନ୍ଦ । ତେବେ ଲୋକ ନେଇ ପସନ୍ଦ ଅଲଗା ଅଲଗା । ମିଠା ହାଲୁଆ ନାମ କିଏ ବା ନ ଜାଣେ । ଏହା ଖାଇବାକୁ ଯେମିତି ସ୍ଵାଦିଷ୍ଟ, ବନେଇବାକୁ ମଧ୍ୟ ସେମିତି ସହଜ ଓ କମ ସମୟରେ ପ୍ରସ୍ତୁତ ହୋଇଯାଏ । ଆଜିକାଲି ଦୁନିଆରେ ଅଧିକ ମିଠାଖାଇବା ଦ୍ଵାରା ଡାଇବେଟିସ ବା ମଧୁମେହର ଭୟ ମଧ୍ୟ ରହୁଛି । ତେବେ ଆପଣ ଅଧିକ ମିଠା ଖାଆନ୍ତୁ ଅବା ନଖାଆନ୍ତୁ ହାଲୁଆ ନିଶ୍ଚିତ ଖାଆନ୍ତୁ। କାରଣ ହାଲୁଆ ଖାଇଲେ ଅନେକ ରୋଗ ଦୂର ହୋଇଯାଏ। ଆପଣଙ୍କ ପସନ୍ଦ ଅନୁସାରେ ଯେକୌଣସି ପ୍ରକାରର ହାଲୁଆ ଖାଇପାରନ୍ତି। ତା’ହେଲେ ଆସନ୍ତୁ ଜାଣିବା ହାଲୱା ଖାଇଲେ କେଉଁ ରୋଗ ସବୁ ଦୂର ହୋଇଯାଏ।

  • ଯଦି ଆପଣଙ୍କର ମାଇଗ୍ରେନ୍ ସମସ୍ୟା ଅଛି, ତା’ହେଲେ ମିଠା ହାଲୁଆ ଖାଇପାରିବେ। ଏହା ଆପଣଙ୍କୁ ମୁଣ୍ଡ ବିନ୍ଧାରୁ ଅନେକାଂଶରେ ଆରାମ ପ୍ରଦାନ କରିବ। କିନ୍ତୁ ହାଲୁଆ ପୂରା ତାଜା ହୋଇଥିବା ଦରକାର।
  • ସକାଳୁ ଉଠିଲା ପରେ ଯଦି କେବେ ପେଟ ପୂରିଲା ପୂରିଲା ଲାଗୁଛି ଅବା ପେଟ ସଫା ହୋଇପାରୁନି, ତା’ହେଲେ ହାଲୁଆ ଖାଆନ୍ତୁ। ଏହା ଦ୍ୱାରା ପାଚନକ୍ରିୟା ଠିକ୍ ଭାବେ ହେବ।
  • ଯଦି ଆପଣଙ୍କର କଫ ସମସ୍ୟା ରହିଛି ତା’ହେଲେ ଦେଶୀ ଘିଅରେ ହାଲୁଆ ପ୍ରସ୍ତୁତ କରନ୍ତୁ ଓ ଗରମ ଗରମ ଖାଆନ୍ତୁ। ଥଣ୍ଡା ହୋଇଥିଲେ ଗରମ ଗରମ ହାଲୁଆ ପ୍ରସ୍ତୁତ କରି ଖାଆନ୍ତୁ, ଦେଖିବେ ଭଲ ଲାଗିବ।

ମିଠା ହାଲୁଆ ଯେ କେବଳ ସୁସ୍ଵାଦୁ ଲାଗେ , ତାହା ନୁହେଁ ବରଂ ରୋଗରୁ ମଧ୍ୟ ମୁକ୍ତି ଦିଏ

ପଢନ୍ତୁ, ୧୭ ନଭେମ୍ବର, ଶୁକ୍ରବାର – ରାଶିଫଳ

Related posts

ବିନା ଖର୍ଚ୍ଚରେ ଘରୋଇ ଉପଚାରରେ ଦୂରକରିପାରିବେ ଆଣ୍ଠୁ ଏବଂ କହୁଣୀରେ କଳା ଅଂଶ ! ଜାଣନ୍ତୁ କିପରି ?

ENO Beuro

ଅଦ୍ଭୁତ ପରମ୍ପରା :୫ ଦିନ ପର୍ଯ୍ୟନ୍ତ ମହିଳାଙ୍କୁ ରହିବାକୁ ପଡ଼ିଥାଏ ବିବସ୍ତ୍ର

ENO Beuro

ଏହି ଅକ୍ଷରରୁ ନାଁ ଆରମ୍ଭ ହୋଇଥିବା ଝିଅ ରାଗି ସ୍ୱଭାବର !

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More