LIFESTYLE

ମିଠା ହାଲୁଆ ଯେ କେବଳ ସୁସ୍ଵାଦୁ ଲାଗେ , ତାହା ନୁହେଁ ବରଂ ରୋଗରୁ ମଧ୍ୟ ମୁକ୍ତି ଦିଏ

By Krishna Kumar Manoj

November 17, 2017

ମିଠାଜାତୀୟ ଖାଦ୍ୟ ଅନେକ ଲୋକଙ୍କର ପସନ୍ଦ । ତେବେ ଲୋକ ନେଇ ପସନ୍ଦ ଅଲଗା ଅଲଗା । ମିଠା ହାଲୁଆ ନାମ କିଏ ବା ନ ଜାଣେ । ଏହା ଖାଇବାକୁ ଯେମିତି ସ୍ଵାଦିଷ୍ଟ, ବନେଇବାକୁ ମଧ୍ୟ ସେମିତି ସହଜ ଓ କମ ସମୟରେ ପ୍ରସ୍ତୁତ ହୋଇଯାଏ । ଆଜିକାଲି ଦୁନିଆରେ ଅଧିକ ମିଠାଖାଇବା ଦ୍ଵାରା ଡାଇବେଟିସ ବା ମଧୁମେହର ଭୟ ମଧ୍ୟ ରହୁଛି । ତେବେ ଆପଣ ଅଧିକ ମିଠା ଖାଆନ୍ତୁ ଅବା ନଖାଆନ୍ତୁ ହାଲୁଆ ନିଶ୍ଚିତ ଖାଆନ୍ତୁ। କାରଣ ହାଲୁଆ ଖାଇଲେ ଅନେକ ରୋଗ ଦୂର ହୋଇଯାଏ। ଆପଣଙ୍କ ପସନ୍ଦ ଅନୁସାରେ ଯେକୌଣସି ପ୍ରକାରର ହାଲୁଆ ଖାଇପାରନ୍ତି। ତା’ହେଲେ ଆସନ୍ତୁ ଜାଣିବା ହାଲୱା ଖାଇଲେ କେଉଁ ରୋଗ ସବୁ ଦୂର ହୋଇଯାଏ।

ପଢନ୍ତୁ, ୧୭ ନଭେମ୍ବର, ଶୁକ୍ରବାର – ରାଶିଫଳ