LIFESTYLE

ଲିଭର ଫେଲର କାରଣ କ’ଣ ଜାଣନ୍ତୁ ?

ପ୍ରାୟତଃ ଲୋକ ମାନେ ମଦ ପିଇ ଥାଆନ୍ତି । ଅଧିକାଂଶ ସମୟରେ ଗ୍ୟାସ ଜନିତ ସମସ୍ୟାରେ ବ୍ୟାକୁଳ ହୋଇ ଲୋକେ ବିଭିନ୍ନ ପ୍ରକାରର ଔଷଧ ଖାଇପକାନ୍ତି । ଆଉ ଧିରେ ଧିରେ ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଏ ଏବଂ ଶେଷରେ ଏଥିପାଇଁ ଲିଭର ବି ଫେଲ ହୋଇଯାଏ । ଲିଭର ଫେଲର କାରଣ ମଦ ନୁହେଁ ମେଡିସିନ ମଧ୍ୟ ହୋଇଥାଏ ।

ଲିଭର ଫେଲର କାରଣ ଜାଣନ୍ତୁ :-

  • ଦୀର୍ଘଦିନ ଧରି ଏଭଳି ପ୍ରକାରର ଔଷଧ ସେବନ କରିବା ଦ୍ୱାରା ପେଟରେ ଏସିଡର ସ୍ତର ହ୍ରାସ ପାଇଥାଏ ।
  •  ଔଷଧ ବ୍ୟବହାର ଦ୍ୱାରା ପାଟିରୁ ବାହାରୁଥିବା ଲାଳ କମିଯାଇଥାଏ ଫଳରେ ପେଟକୁ ସଂକ୍ରମଣକାରୀ ଜୀବାଣୁ ଯିବାର ବେଶୀ ସମ୍ଭାବନା ଥାଏ ।
  • ବିଜ୍ଞାନ ମତାନୁସାରେ, ଅଧିକ ମାତ୍ରାରେ ଆଲକୋହଲ ନେବା ଏବଂ ହେପାଟାଇସ କାରଣରୁ ହିଁ ଲିଭର ଖରାପ ହୋଇନଥାଏ । ବରଂ ଓଜନ ବୃଦ୍ଧି କିମ୍ବା ଅଧିକ ମାତ୍ରାରେ ଗ୍ୟାସ ଔଷଧ ସେବନ କରିବା ଦ୍ୱାରା ଏଭଳି ସ୍ଥିତି ଉପୁଜିଥାଏ ।
  • କେବଳ ଏତିକି ନୁହେଁ ଏହାର ପ୍ରଭାବ ମଧ୍ୟ ହାଡ ଉପରେ ପଡିଥାଏ ଓ ହାଡଗୁଡିକ ଦୁର୍ବଳ ହୋଇଯାଏ । ପେଟରେ ଏସିଡର ମାତ୍ର କମ ହେବାଦ୍ୱାରା ଭିଟାମିନ-ବି ୧୨ କମ ହୋଇଥାଏ । ଅନ୍ୟ ଭିଟାମିନଗୁଡିକର ମାତ୍ରା ମଧ୍ୟ ହ୍ରାସ ପାଇଥାଏ । ଯାହାଦ୍ୱାରା ରକ୍ତହୀନତା ହେବାର ସମ୍ଭାବନା ବଢିଯାଏ ।

ପଢନ୍ତୁ ;

ଖାଇବା ମଝିରେ ପାଣି ପିଉଛନ୍ତି କି? ସାବଧାନ! ହୋଇପାରେ ମାରାତ୍ମକ ରୋଗ

Related posts

ଖରାଦିନେ ପ୍ରତିଦିନ ପିଅନ୍ତୁ ଲସି , ଦୂର ହେବ ଏହି ସବୁ ରୋଗ

ENO Beuro

ଏହି ଅକ୍ଷରରୁ ନାଁ ଆରମ୍ଭ ହୋଇଥିବା ଝିଅ ରାଗି ସ୍ୱଭାବର !

ENO Beuro

ଆପଣଙ୍କ ତ୍ଵଚାକୁ ଉଜ୍ଜଳ ଏବଂ ଗୋରା କରିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର !

ENO Beuro

3 comments

Leave a Comment