• Home
  • LIFESTYLE
  • ଆସନ୍ତୁ ଜାଣିବା କେଉଁ ଅଭ୍ୟାସଗୁଡିକ ମସ୍ତିଷ୍କ ଉପରେ କୁପ୍ରଭାବ ପକାଇଥାଏ!
LIFESTYLE

ଆସନ୍ତୁ ଜାଣିବା କେଉଁ ଅଭ୍ୟାସଗୁଡିକ ମସ୍ତିଷ୍କ ଉପରେ କୁପ୍ରଭାବ ପକାଇଥାଏ!

ଆପଣ ହୁଏତ ଜାଣିନଥିବେ ଆମମାନଙ୍କର କେତେକ ଅଭ୍ୟାସ ଅଛି ଯାହା ଆମ ମସ୍ତିଷ୍କ ଉପରେ କୁପ୍ରଭାବ ପକାଇଥାଏ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  • ସବୁବେଳେ ଅଧିକ ଭଲ୍ୟୁମ ଦେଇ ହେଡ୍‌ଫୋନ୍‌ ବା ଇୟରଫୋନ୍‌ ଜରିଆରେ ଗୀତ ଶୁଣିଲେ, ବ୍ରେନ୍‌ ଟିସୁ ଉପରେ କୁପ୍ରଭାବ ପଡ଼ିଥାଏ।
  • ଅଧିକ ଧୂମପାନ କଲେ ମସ୍ତିଷ୍କରେ ରକ୍ତ ସଞ୍ଚାଳନ କମ୍‌ ହୋଇଯାଏ। ଯାହାଦ୍ଵାରା ମସ୍ତିଷ୍କ ଧୀରେ ଧୀରେ ଖରାପ ହେବାକୁ ଲାଗିଥାଏ।
  • ଜାଣିରଖନ୍ତୁ ଯଦି ରାତିରେ ଅନ୍ୟୁନ ୭ ଘଣ୍ଟା ନ ଶୁଅନ୍ତି, ତେବେ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡିଥାଏ।
  • ଯଦି ବେଶି ସମୟ ଏକା ରହିବେ, ତେବେ ଅଲଜାଇମର ରୋଗର ଆଶଙ୍କା ବଢିଯାଏ।
  • ପ୍ରାକୃତିକ ଆଲୋକରେ ନ ରହି ବେଶି ସମୟ ଅନ୍ଧକାରରେ ରହିଲେ ମଣିଷ ଡିପ୍ରେସନ୍‌କୁ ଚାଲିଯାଏ। ଏହା ମସ୍ତିଷ୍କରେ କୁପ୍ରଭାବ ପକାଇଥାଏ।
  • ଅଧିକ ଖାଇଲେ ମସ୍ତିଷ୍କର ଚିନ୍ତା ଶକ୍ତି କମିଯାଏ।

ଆସନ୍ତୁ ଜାଣିବା କେଉଁ ଅଭ୍ୟାସଗୁଡିକ ମସ୍ତିଷ୍କ ଉପରେ କୁପ୍ରଭାବ ପକାଇଥାଏ! brain

ପଢନ୍ତୁ; ଜାଣନ୍ତୁ କାଗେଜି ଲେମ୍ବୁର ଉପକାରୀ ଗୁଣ ବିଷୟରେ !

Related posts

ଖରାଦିନେ ଜଲ୍‌ଜିରା ପାଣି ପିଇବା ଦ୍ଵାରା ଆମକୁ କେଉଁ ଫାଇଦା ମିଳିଥାଏ ଜାଣନ୍ତୁ ? 

Krishna Kumar Manoj

ମେଡିସିନ ଖାଇବା ସମୟରେ ଏହି ସବୁ ଖାଦ୍ୟ ଖାଆନ୍ତୁ ନାହିଁ,ନଚେତ ପଡ଼ିପାରନ୍ତି ଅସୁବିଧାରେ!

Krishna Kumar Manoj

ବହୁ ଉପକାରୀ ଫଳ ଅଁଳା ର ଓଷଧୀୟ ଗୁଣ ଗୁଡିକ ଉପରେ ନଜର ପକାନ୍ତୁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More