ଅଣ୍ଡା ଦର ଅଚାନକ ବୃଦ୍ଧି, କାରଣ ଏବେବି ଅସ୍ପଷ୍ଟENO BeuroNovember 20, 2017 by ENO BeuroNovember 20, 20171212 ଅଣ୍ଡା ଦର ଅଚାନକ ବୃଦ୍ଧି ପାଇଛି । ୫ଟଙ୍କାରୁ ସିଧା ଯାଇ ୭ଟଙ୍କାରେ ପହଞ୍ଚିଛି । ଆସନ୍ତା କିଛିଦିନ ପାଇଁ ଅଣ୍ଡା ଦର କମିବ ନାହିଁ ବୋଲି ଓପୋଲଫେଡ୍ କର୍ତୃପକ୍ଷ ଆଶଙ୍କା କରୁଛନ୍ତି। ରିପୋର୍ଟ