• Home
  • ଅର୍ଚ୍ଚିତା
Movie News

ଆବୁଧାବିରେ ଧୁମ ମଚେଇଲା, ଅର୍ଚ୍ଚିତା ସାହୁ ଓ ସବ୍ୟସାଚୀଙ୍କ ଅଭିନୀତ “ପିଲାଟା ବିଗିଡିଗଲା”

Krishna Kumar Manoj
ଅର୍ଚ୍ଚିତା ସାହୁ ଓ ସବ୍ୟସାଚୀଙ୍କ ସୁପରହିଟ ଚଳଚ୍ଚିତ୍ର   ପିଲାଟା ବିଗିଡିଗଲା ଗତ ନଭେମ୍ବର ୧୭ ରେ ଆବୁଧାବିରେ ଧୁମ ମଚେଇଛି । ଆବୁଧାବିର ଇଣ୍ଡିଆନ ଏମ୍ବାସୀ ଅଡିଟୋରିୟମରେ ପ୍ରଦଶିତ ହେଇଥିଲା ଏହି ଚଳଚ୍ଚିତ୍ର ।
Movie News

ଆଜି ଦୁଇଟି ଓଡିଆ ଛବି “ଯଷ୍ଟ ମୋହବତ” ଓ “ସପନର ପଥେ ପଥେ” ପରଦା ଉପରକୁ ଆସୁଛି

Krishna Kumar Manoj
ଆଜି ଗଣେଶ ପୂଜାର ବଜାରକୁ ଆହୁରି ରଙ୍ଗୀନ କରିବା ପାଇଁ ଏକାସହିତ ଦୁଇଟି ଓଡିଆ ଛବି ପରଦା ଉପରକୁ ଆସୁଛି । ଏଥିମଧ୍ୟରୁ ଗୋଟିଏ ହେଲା “ଯଷ୍ଟ ମୋହବତ” ଏବଂ ଅନ୍ୟଟି “ସପନର ପଥେ ପଥେ”

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More