Tag Archives: ଅଶୋଧିତ ତୈଳ ଦର

Archives

  • ବଡ଼ଦିନ ସୁଦ୍ଧା ବ୍ୟାରେଲ ପିଛା ତୈଳ ଦର ୮୦ ଡଲାର ଟପିଯିବ

    ବଡ଼ଦିନ ସୁଦ୍ଧା ବ୍ୟାରେଲ ପିଛା ତୈଳ ଦର ୮୦ ଡଲାର ଟପିଯିବ

    ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଦୁଇବର୍ଷ ମଧ୍ୟରେ ଏହା ସାର୍ବାଧିକ ସ୍ତର ଛୁଇନ ବ୍ୟାରେଲ ପିଛା ୬୩.୫୨ ଡଲାରରେ ପହଞ୍ଚିଲାଣି । ଏଭଳି ପରିସ୍ଥିତିରେ ବଡ଼ଦିନ ସୁଦ୍ଧା ତୈଳ ଦର ବ୍ୟାରେଲ ପିଛା ୮୦ ଡଲାର ଟପିଯିବ ବୋଲି ଆକଳନ କରାଯାଉଛି । ବର୍ତ୍ତମାନ ଏହାର ଦର ୭୦ ଡଲାର ପାଖାପାଖି ପହଞ୍ଚିଯାଇଛି । ଯଦି ଆନ୍ତର୍ଜାତିକ ବଜାରରେ ...