ଆସନ୍ତା ୧୭ ସେପ୍ଟେମ୍ବର ରେ ପ୍ରେକ୍ଷାଳୟକୁ ଆସିବାକୁ ସଜବାଜ ହଉଛି ଓଡିଆ ଛବି ଏମିତି ବି ହେଇପାରେ

ENO Beuro
ଆସନ୍ତା ୧୭ ସେପ୍ଟେମ୍ବର ରେ ପ୍ରେକ୍ଷାଳୟକୁ ଆସିବାକୁ ସଜବାଜ ହଉଛି ନୂଆ ଓଡିଆ ଛବି ଏମିତି ବି ହେଇପାରେ । ଏହାର ମୁଖ୍ୟ ଭୂମିକାରେ ଶଶିକାନ୍ତ ବାରିକ, ରୂପାଲୀ, ଦୀପକ ଓ ସୁମନ ।

“ଏମିତି ବି ହେଇପାରେ” ଆଗାମୀ ଓଡିଆ ସିନେମାର ଅଡିଓ ରିଲିଜ ସମାରୋହ ସରିଛି

ENO Beuro
“ଏମିତି ବି ହେଇପାରେ” ଆଗାମୀ ଓଡିଆ ସିନେମାର ଅଡିଓ ରିଲିଜ ସମାରୋହ ଭୁବନେଶ୍ବର ସ୍ଥିତ ସନଗ୍ରୀନ ହୋଟେଲରେ ସରିଛି । ଛବି ଟି ମୁକ୍ତି ପ୍ରତୀକ୍ଷାରେ ଅଛି ଓ ଆଗାମୀ ମାସ ୮ ତାରିଖରେ

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More