• Home
  • ଆଧାର କାର୍ଡ
News

ଆଧାର କାର୍ଡ଼ ସଂଯୋଗ କରିବା ସମୟ ୨୦୧୮ , ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଘୁଞ୍ଚିଲା

Krishna Kumar Manoj
ଏବେ ଲୋକମାନେ କିଛି ମାତ୍ରାରେ ଆଶ୍ଵସ୍ତି ଲାଭ କରିବେ । କାରଣ ସରକାରଙ୍କ ବିଭିନ୍ନ ଯୋଜନା ସହ ଆଧାର କାର୍ଡ଼ ସଂଯୋଗ କରିବା ସମୟ ୨୦୧୮ , ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଘୁଞ୍ଚିଲା ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More