ବିଚାରପତିମାନଙ୍କର ବେତନ ବଢାଇବା ପାଇଁ ଭୁଲିଯାଇଛନ୍ତି କି ?- ଉଚ୍ଚତମ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ
ସପ୍ତମ ବେତନ କମିସନ୍ଙ୍କ ସୁପାରିସ ଲାଗୁ ହେବା ପରେ ସାମ୍ବିଧାନିକ ଅଦାଲତମାନଙ୍କରେ ଥିବା ବିଚାରପତିମାନଙ୍କର ବେତନ ବଢାଇବା ପାଇଁ ସରକାର ଭୁଲିଯାଇଛନ୍ତି କି ବୋଲି ମଙ୍ଗଳବାର ଦିନ ଉଚ୍ଚତମ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ