Tag : ଚିଲିକା

News

ଆସିଛି ଶୀତ ଋତୁ , ଚିଲିକାରେ ୩୦ ହଜାରରୁ ଉର୍ଦ୍ଧ୍ଵ ବିଦେଶୀ ପକ୍ଷୀଙ୍କ ସମାଗମ

ENO Beuro
ଶୀତ ଋତୁ ଆସିଲେ ଚିଲିକାକୁ ବିଦେଶରୁ ଅନେକ ପ୍ରଜାତିର ପକ୍ଷୀ ଆସନ୍ତି ବୋଲି ଆମେ ସମସ୍ତେ ଜାଣିଛେ । ତେବେ ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ସୁଅ ଛୁଟିବା