News

ଆଜିଠୁ ଗୌହାଟୀରେ ଦୁଇ ଦିନିଆ ଜିଏସଟି କାଉନସିଲ ବୈଠକ ; ହ୍ରାସ ହୋଇପାରେ ବହୁ ସାମଗ୍ରୀର ଶୁଳ୍କ ହାର

ENO Beuro
ଆଜିଠୁ ଆସାମର ଗୌହାଟିରେ ଆରମ୍ଭ ହେଉଛି ଦୁଇ ଦିନିଆ ଜିଏସଟି କାଉନସିଲ ବୈଠକ । ଜିଏସଟି ବାବଦରେ ଏହା ୨୩ତମ ବୈଠକ । ଏହି ବୈଠକରେ ଜିଏସଟିକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇପାରେ ,

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More