ଆବୁଧାବିରେ ଧୁମ ମଚେଇଲା, ଅର୍ଚ୍ଚିତା ସାହୁ ଓ ସବ୍ୟସାଚୀଙ୍କ ଅଭିନୀତ “ପିଲାଟା ବିଗିଡିଗଲା”
ଅର୍ଚ୍ଚିତା ସାହୁ ଓ ସବ୍ୟସାଚୀଙ୍କ ସୁପରହିଟ ଚଳଚ୍ଚିତ୍ର ପିଲାଟା ବିଗିଡିଗଲା ଗତ ନଭେମ୍ବର ୧୭ ରେ ଆବୁଧାବିରେ ଧୁମ ମଚେଇଛି । ଆବୁଧାବିର ଇଣ୍ଡିଆନ ଏମ୍ବାସୀ ଅଡିଟୋରିୟମରେ ପ୍ରଦଶିତ ହେଇଥିଲା ଏହି ଚଳଚ୍ଚିତ୍ର ।