ମହାଭାରତ ଧାରାବାହିକର ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିଥିବା ନୀତୀଶ ଭରଦ୍ୱାଜ ଙ୍କ ଅଭିନୟ ଜୀବନ
ମହାଭାରତ ଧାରାବାହିକରେ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିଥିବା ନୀତୀଶ ଭରଦ୍ୱାଜଙ୍କୁ କିଏବା ନଜାଣେ । ଭଗବାନ ଶ୍ରୀକୃଷ୍ଣଙ୍କୁ ପରଦା ଉପରେ ଯଦି କେହି ଜୀବନ୍ତ କରିଛନ୍ତି ତେବେ ସେ ହେଉଛନ୍ତି ନୀତୀଶ ଭରଦ୍ୱାଜ । ତାଙ୍କର ଅଭିନୟର