• Home
  • ପିଙ୍କି ପ୍ରିୟଦର୍ଶିନୀ
Movie News

ପୁଣିଥରେ ଆସୁଛି ଏହି ଯୋଡି, ଦ୍ୱିତୀୟ ଥର ପାଇଁ ପରଦାରେ ଦେଖିବେ ଦର୍ଶକ

Krishna Kumar Manoj
ଲୋକପ୍ରିୟ ସିନେ ପ୍ରଯୋଜକ ରବୀନ୍ଦ୍ର କୁମାର ପଣ୍ଡା ତାଙ୍କ ପ୍ରଯୋଜିତ ଓଡିଆ ସିନେମା “ସପନର ନାୟିକା” ଚଳଚ୍ଚିତ୍ର ପାଇଁ ଗୋଟେ ନୂଆ ଯୋଡି ବାଛିଥିଲେ । ସେମାନେ ହେଲେ ହେଲେ ଦୀପକ-ପିଙ୍କି ପ୍ରିୟଦର୍ଶିନୀ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More