Tag : ବସ ଭଡା

News

ବସ ଭଡା ଏଣିକି ମହଙ୍ଗା ପଡିବ, ଖାଲି ଚଢ଼ିକି ଓହ୍ଲାଇଲେ ବି ୧୩ଟଙ୍କା

ENO Beuro
ଏଣିକି ବସ ରେ ଯାତାୟାତ ମଧ୍ୟ ମହଙ୍ଗା ପଡିଲା । ପେଟ୍ରୋଲ ଓ ଡିଜେଲ ଦାରାକୁ ଆଖି ଆଗରେ ରଖି ଓଡିଶା ସରକାର ବୁଧବାର ସମସ୍ତ ବସ ଯାତ୍ରୀଙ୍କ ପାଇଁ ବସ ଭଡା ବଢାଇଛନ୍ତି