• Home
  • ବିନୟ ବେହେରା
News

ପୁରୀ ସମୁଦ୍ରରେ ଜୀବନ ରକ୍ଷକ ଜେଟ୍‌ସ୍କି, ଅଗ୍ନିଶମ ସେବା ସଂସ୍ଥା ଡିଜି ବିନୟ ବେହେରା ଙ୍କ ସୂଚନା

Krishna Kumar Manoj
ପୁରୀ ସମୁଦ୍ରକୁ ବହୁ ପର୍ଯ୍ୟଟକ ପରିଦର୍ଶନରେ  ଆସନ୍ତି । ସମୁଦ୍ରରେ ସ୍ନାନ ବେଳେ ବହୁଲୋକ ଜୀବନ ହାରୁଛନ୍ତି । ସେଥିପାଇଁ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ରକ୍ଷାପାଇଁ ପୁରୀ ସମୁଦ୍ରରେ ଆରମ୍ଭ ହେଇଛି ଜୀବନ ରକ୍ଷକ ଜେଟ୍‌ସ୍କି ବ୍ୟବସ୍ଥା । ଆଜି ଠାରୁ ଏହା ପୁରୀ ସମୁଦ୍ରରେ କାମ

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More