ବ୍ୟାଙ୍କ ଚାକିରି କରିବାକୁ ଚହୁଁଛନ୍ତି କି ? ତେବେ ଯଥାଶୀଘ୍ର ଆବେଦନ କରନ୍ତୁENO BeuroNovember 18, 2017November 18, 2017 by ENO BeuroNovember 18, 2017November 18, 20170178 ଆଜିକାଲି ପ୍ରାୟ ଯୁବକ ଯୁବତୀ ବ୍ୟାଙ୍କରେ ଚାକିରୀ ପାଇଁ ଅନେକ ପରିଶ୍ରକ କରୁଛନ୍ତି । ଯାହାକୁ ଦେଖ, ବ୍ୟାଙ୍କରେ ଚାକିରିଟିଏ ପାଇବା ପାଇଁ ଜୋରସୋର ପ୍ରସ୍ତୁତରେ ଲାଗିପଡିଛନ୍ତି । ଅନେକ ଗୁଡିଏ ପରିକ୍ଷାବି ଦେଉଛନ୍ତି