କୋରାପୁଟର ମିତାଲି ମଧୁସ୍ମିତା ଉତ୍ତରାଖଣ୍ଡରେ ଟପ୍ପର ହୋଇ ସ୍ୱର୍ଣ୍ଣପଦକ ଜିତିଛନ୍ତିENO BeuroNovember 15, 2017November 16, 2017 by ENO BeuroNovember 15, 2017November 16, 20171144 କୋରାପୁଟ ଜିଲ୍ଲାର ଜଣେ ପାନ ଦୋକାନୀଙ୍କ ଝିଅ ମିତାଲି ମଧୁସ୍ମିତା ଉତ୍ତରାଖଣ୍ଡରେ ବାଣିଜ୍ୟ ସ୍ନାତକରେ ଟପ୍ପର ହୋଇ କେବଳ ଜିଲ୍ଲା ନୁହେଁ ସମଗ୍ର ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି । ଉତ୍ତରାଖଣ୍ଡ ରାଜ୍ୟପାଳ