Tag : ସଚିନ ତେନ୍ଦୁଲକର

SPORTS

କ୍ରିକେଟ ଖେଳାଳୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ, ମୁମ୍ୱାଇ ଅଣ୍ଡର-୧୯ ଦଳ ପାଇଁ ଖେଳିବେ

ENO Beuro
ଭାରତୀୟ କ୍ରିକେଟ ଦଳର ପ୍ରଖ୍ୟାତ ଖେଳାଳୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର(୧୭), ମୁମ୍ୱାଇ ଅଣ୍ଡର-୧୯ ଦଳ ପାଇଁ ମନୋନୀତ ହେଇଛନ୍ତି ।  ସେ ଲେଲେ ଏକଦିବସୀୟ ଟୁର୍ଣ୍ଣାମେଣ୍ଟରେ ମୁମ୍ୱାଇ ତରଫରୁ ଖେଳିବେ । ଲେଲେ ଏକଦିବସୀୟ