Tag : ସାଉଥ୍‌କୋ

News

ବିୁଦ୍ୟତ୍‌ ବିତରଣ କମ୍ପାନି ନେସ୍‌କୋ, ଓ୍ଵସ୍‌କୋ ଓ ସାଉଥ୍‌କୋର ଲାଇସେନ୍ସ ପ୍ରତ୍ୟାହାର

ENO Beuro
ରିଲାଏନ୍ସ ଇନ୍‌ଫ୍ରାକୁ ବଡ ଝଟକା ଲାଗିଛି । ଏହା ଦ୍ୱାରା ପରିଚାଳିତ ୩ଟି ବିୁଦ୍ୟତ୍‌ ବିତରଣ କମ୍ପାନି ନେସ୍‌କୋ,  ଓ୍ଵସ୍‌କୋ ଓ ସାଉଥ୍‌କୋର ଲାଇସେନ୍ସ ପ୍ରତ୍ୟାହାର ମାମଲାକୁ ଖାରଜ କରିଛି ସର୍ବୋଚ୍ଚ ନ୍ୟାୟାଳୟ ।