Tag : ସ୍ୱରାଜ ବାରିକ

Movie News

ସ୍ୱରାଜ ବାରିକ ତାଙ୍କର ନୂଆ ଓଡିଆ ସିନେମା ଲୈଲା ଓ ଲୈଲା କୁ ନେଇ ବହୁତ ଆଶାବାଦୀ ଅଛନ୍ତି

ENO Beuro
ସ୍ୱରାଜ ବାରିକ ଙ୍କୁ ମିଳିଯାଇଛି ଦ୍ୱିତୀୟ ସିନେମା ‘ଲୈଲା ଓ ଲୈଲା’। ସୀତାରାମ ଅଗ୍ରଓ୍ଵାଲଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ସୁଶାନ୍ତ ମଣି। ଏଥିରେ ସ୍ୱରାଜଙ୍କ ଅପୋଜିଟ୍‌ରେ ସନ୍‌ମୀରାଙ୍କୁ ନାୟିକା ଭୂମିକାରେ ନିଆଯାଇଛି